Odisha Link
Bridging the Missing Links in Odisha
Browsing Tag

ନଦୀ

ଗିରଫ ଭୟରେ ନଦୀକୁ ଡେଇଁ ଚାଲିଗଲା ଜୀବନ

ବାଲେଶ୍ୱର: ଗିରଫ ଭୟରେ ନଦୀକୁ ଡେଇଁ ପଡ଼ିଲେ ମଦ ବେପାରୀ। ହେଲେ ପାଣିରେ ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ଗାଁରେ। ଗତକାଲି ସନ୍ଧ୍ୟାରେ ୪ ଜଣ ଦେଶୀ ମଦ ବ୍ୟବସାୟୀ ମଟୋର ସାଇକେଲରେ ମଦ ନେଇ ଯାଉଥିବା ନେଇ ଅବକାରୀ ବିଭାଗ ଖବର ପାଇ ପିଛା କରିଥିଲା। ଏହି…

ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଭାଇ ମୃତ

ପିପିଲି: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଭାଇ ମୃତ। ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଘଟିଛି ଏଭଳି ଅଘଟଣ।। ପିପିଲି ଲୁଣା ନଦୀରେ ଗାଧୋଇ ଯାଇଥିବା ବେଳେ ବୁଡିଯାଇଥିଲେ ଦୁଇ ଭାଇ। ଦୁଇ ଜଣଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁଭବନ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା…

ଫୁଲୁଛି ୭ ନଦୀର ଜଳସ୍ତର

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର। ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି। ଜଳସ୍ତର ବୃଦ୍ଧିକୁ ଦେଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୧୨ଟି ଗେଟ୍‌ ଖୋଲାଯାଇଛି। ଏହା ପ୍ରଭାବରେ ବହୁ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ବନ୍ୟା…