Odisha Link
Bridging the Missing Links in Odisha
Browsing Tag

ନିର୍ବାଚନ

୨୦୨୪ ନିର୍ବାଚନ: ନଡ୍ଡାଙ୍କ ନୂଆ ଟିମ୍‌;…

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। ଯେଉଁ ରାଜ୍ୟରେ…

୨୦୨୪ ନିର୍ବାଚନ: NDAକୁ ଟକ୍କର ଦେବ କି …

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ମାହୋଲ ସରଗରମ ହୋଇ ଉଠୁଛି। ଶାସନାଧିନ ଏନଡିଏକୁ ସରକାରରୁ ଗାଦିଚ୍ୟୁତ କରିବାକୁ ବିରୋଧି ବାରମ୍ବାର ମେଳି କରୁଥିବା ବେଳେ ବିରୋଧୀଙ୍କୁ କିଭଳି ଚକମା ଦେବ ସେ ନେଇ ରଣନୀତି ପ୍ରସ୍ତୁତ କରୁଛି ଏନଡିଏ । ଏସବୁ ମଧ୍ୟରେ ଗୋଟିଏ କଥା…

ନିର୍ବାଚନରେ ପଚାଶ ପ୍ରତିଶତ ସଂରକ୍ଷଣ:…

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ  ଆସିବ ଆମେଣ୍ଡମେଣ୍ଟ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।  ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ…

ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବେ…

ଉତ୍ତରପ୍ରଦେଶ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏବେଠାରୁ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ୟୁପିର ପୂର୍ବତନ ଚର୍ଚ୍ଚିତ ଆଇପିଏସ୍ ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ଅମିତାଭ ଠାକୁର ତାଙ୍କ…

ନିର୍ବାଚନରେ ହାରିବାରୁ ରାସ୍ତା ଖୋଳିନେଲେ

ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନରେ ହରିଯିବା ପରେ ରାଜ୍ୟର ବହୁ ସ୍ଥାନରେ ପରାଜିତ ପ୍ରାର୍ଥୀ ହିଂସା କରୁଥିବା ଖବର ଆସିଛି। ହାରିଥିବା ପ୍ରାର୍ଥୀ ଜନସାଧାରଣଙ୍କ ଉପରେବ ବିଭିନ୍ନ ବାଗରେ ରାଗ ସୁଝାଉଛନ୍ତି। ବାରବାଙ୍କୀ ଜିଲ୍ଲାରେ ଜଣେ ପରାଜିତ ପ୍ରାର୍ଥୀ ରାଗରେ ଗାଁକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି…

ଓଡ଼ିଶା ପାଇଁ ତିଆରି ହେଉଛି ରଣନୀତି:…

ଭୁବନେଶ୍ୱର: ଓଡ଼ିଶା ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତି କରୁଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳା ନେଇ ନିଜର ପ୍ରତିକ୍ରିୟା ଦେବା ଅବସରରେ ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି ଯେ, ଆଶାନୁରୂପ ଫଳ ମିଳିନଥିଲେ ମଧ୍ୟ ସନ୍ତୋଷଜନକ ପ୍ରଦର୍ଶନ କରିଛୁ।…

ପିପିଲି: ବନ୍ଦ ହେବ ଉପନିର୍ବାଚନ!

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ନେଇ ଏବେ ଅନିଶ୍ଚିତତା ଘେରରେ ଅଛନ୍ତି ନେତା ଓ କର୍ମୀ। ଆସନ୍ତାକାଲି ହେଉଛି ପ୍ରଚାରର ଶେଷଦିନ। ଏଭଳି ପରିସ୍ଥିତିରେ ହଠାତ ଆଜି ପିପିଲିରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ହୋଇଯାଇଥିବାରୁ ନିର୍ବାଚନ…