Odisha Link
Bridging the Missing Links in Odisha
Browsing Tag

ନୀଳଗିରି

ନୀଳଗିରିରେ ରଥ ନିର୍ମାଣ ବେଳେ ଚଢ଼ାଉ

ନୀଳଗିରି: ନୀଳଗିରି ରଥଖଳାରେ ରଥ ନିର୍ମାଣ ବେଳେ ଚଢ଼ାଉ। ପ୍ରଶାସନ ଓ ପୋଲିସ ରଥଖଳାରେ ଚଢ଼ାଉ କରିଛି। ରଥ ନିର୍ମାଣ କରୁଥିବା ୮ କାରିଗରଙ୍କୁ ଅଟକ ରଖା ଯାଇଛି। ଏଥିସହ ନିର୍ମାଣ ରଥ ସାମଗ୍ରୀକୁ ଜବତ କରାଯାଇଛି। ଏନେଇ ନୀଳଗିରି ଉପଜିଲ୍ଲାପାଳ ହରିଶ୍ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।