Odisha Link
Bridging the Missing Links in Odisha
Browsing Tag

ପଞ୍ଜାବ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ…

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜୀତ ସିଂ। କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ଚରଣଜୀତ ସିଂହ ଚନ୍ନୀ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି। ଚରଣଜୀତଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ…

ପଞ୍ଜାବରେ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼: ଆଜି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚରଣଜିତ୍ ସିଂହ ଚନ୍ନି। ଦିନ ୧୧ଟା ବେଳେ ସେ ଏକ ନିରାଡ଼ମ୍ବର ଉତ୍ସବରେ ସେ ଶପଥ ଗ୍ରହଣ କରିବେ। ତେବେ ତା’ପୂର୍ବରୁ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ହେଉଛନ୍ତି- ସୁଖଜିନ୍ଦର ସିଂହ ରାନ୍ଧୱା ଓ…

ପଞ୍ଜାବର ଧାର୍ମିକସ୍ଥଳ ଉପରେ ଆକ୍ରମଣ…

ପଞ୍ଜାବ: ପଞ୍ଜାବର ଧାର୍ମିକସ୍ଥଳ ଉପରେ ଆକ୍ରମଣ ଷଡଯନ୍ତ୍ର ପଣ୍ଡ। ପାକିସ୍ତାନର କୁଖ୍ୟାତ ଗୁପ୍ତଚର ଏଜେନ୍ସି ଆଇଏସଆଇ ପଞ୍ଜାବରେ ଆତଙ୍କ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ରଚିଥିଲା। ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ମାଧ୍ୟମରେ ପଞ୍ଜାବରେ ଧାର୍ମିକ ସ୍ଥାନ ଏବଂ ଧାର୍ମିକ…

ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ…

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି ରହିଥିବା ରାଜନୈତିକ ବାଦ ବିବାଦର ଅନ୍ତ ଘଟିଛି। ରବିବାର ସିଦ୍ଧୁଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପଞ୍ଜାବ କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଇଛି। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କ ନାମରେ ମୋହର ମାରିବା ସହିତ ଦୀର୍ଘ…