Odisha Link
Bridging the Missing Links in Odisha
Browsing Tag

ପଦ୍ମଶ୍ରୀ

ଘରୁ ତଡ଼ିଦେଲେ କେନ୍ଦ୍ର ସରକାର, ଦାଣ୍ଡରେ…

ନୂଆଦିଲ୍ଲୀ: ସ୍ଥାନୀୟ ଏସିଆଡ୍‌ ଭିଲେଜରେ ରହୁଥିବା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟୁଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଘରୁ ବିତାଡ଼ିତ କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଗୁରୁଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ଘରୁ ବାହାର କରାଯାଇଥିବାବେଳେ ତାଙ୍କର ଆସବାବପତ୍ର ମଧ୍ୟ ବାହାରେ ରଖିଦିଆଯାଇଛି।…

ଚାଲିଗଲେ ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ

ଭୁବନେଶ୍ବର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ। ଦୁଇ ସପ୍ତାହ ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଏକ ଧାରାରେ ଜଣେ ପ୍ରାଧ୍ୟାପକ, ଗାନ୍ଧିବାଦୀ, ସମାଜସେବୀ, ପରିବେଶବିତ,…

ଚାଲିଗଲେ ସଂଗ୍ରାମୀ ଭବାନୀଚରଣ, ମୃତ୍ୟୁ…

ଭୁବନେଶ୍ବର: ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି। ଦୁଇଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥାରେଅବନତି…