Odisha Link
Bridging the Missing Links in Odisha
Browsing Tag

ପରଲୋକ

କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି…

ଭୁବନେଶ୍ବର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। କରୋନାରେ ଆକ୍ରାନ୍ତ ହେବା ପରେ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା ଚାଲିଥିଲା। ୮୪ ଦିନ ଧରି ତାଙ୍କର ଏକମୋ ମେସିନ୍ ମାଧ୍ୟରେ ଚିକିତ୍ସା ଚାଲିଥିଲା। ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ…

ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହସ୍ବିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଅନୁପମ କିଡନୀ ଜନିତ ସମସ୍ୟାର ସେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା…

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ। ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ଆଜି ମୃତ୍ୟୁ ହୋଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।  ତାଙ୍କର ପରଲୋକ ନେଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ…

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର…

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ୬୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଅମରେନ୍ଦ୍ର ମହାନ୍ତି ବହୁ ଭଜନ ଓ ହିଟ୍‌ ଫିଲ୍ମରେ…

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ପୁଣି ଗୋଟିଏ ଦୁଃଖଦ ଖବର। ବିଶିଷ୍ଠ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ସେ କୋଭିଡ୍‌ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ରଘୁନାଥ। ତାଙ୍କର ସ୍ବାସ୍ଥ୍ୟବାସ୍ଥା ଗୁରୁତର ଥିବାରୁ…

ପରଲୋକରେ ପୂର୍ବତନ ବିଧାୟକ ବିବେକାନନ୍ଦ…

ପାଟଣାଗଡ଼: ପରଲୋକରେ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେର। ୭୯ ବର୍ଷ ବୟସରେ ପାଟଣାଗଡ଼ର ପୂର୍ବତନ ବିଧାୟକଙ୍କ ପରଲୋକ। ସେ ୨ ବର୍ଷ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ଶନିବାର ରାତିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକ ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ…

ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ପ୍ରତିଷ୍ଠିତ ଓଡ଼ିଆ ନାଟ୍ୟକାର ତଥା କଥାଶିଳ୍ପୀ ଓ ସମାଲୋଚକ ରତ୍ନାକର ଚଇନିଙ୍କର ଦେହାନ୍ତ ଘଟିଛି। ଆଜି କଟକ ବାଦାମବାଡ଼ି ସ୍ଥିତ ନିଜ ବାସଭବନରେ ସେ ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୨୫ ଅଗଷ୍ଟ ୧୯୪୫ରେ ଜନ୍ମିତ ଶ୍ରୀ ଚଇନିଙ୍କର ୧୫ରୁ ଅଧିକ ନାଟକ, ୬ଟି ସମାଲୋଚନା ଗ୍ରନ୍ଥ, ୭ଟି ଗଳ୍ପ…