Odisha Link
Bridging the Missing Links in Odisha
Browsing Tag

ପାକିସ୍ତାନ

ବିଶ୍ବକପ୍‌ରେ ଇତିହାସ ରଚିଲା ପାକିସ୍ତାନ,…

ଓଏଲ୍‌ ବ୍ୟୁରୋ: ଦିନିକିଆ କ୍ରିକେଟ ବିଶ୍ବକପରେ ବିଶ୍ବ ରେକର୍ଡ କରିଛି ପାକିସ୍ତାନ। ୪୮ ବର୍ଷ ବିଶ୍ବକପ୍‌ ଇତିହାସରେ ଯାହା ହୋଇ ନଥିଲା ତାହା କରି ଦେଖାଇଛି ପାକିସ୍ତାନ। ବିଶାଳ ରେକର୍ଡ ଟାର୍ଗେଟରେ ପିଛା କରି ପାକିସ୍ତାନ ୪ଓ୍ବିକେଟରେ ବାଜି ମାରି ନେଇଛି। ଶ୍ରୀଲଙ୍କା ୩୪୫ ରନର ଟାର୍ଗେଟ ଦେଇଥିଲେ ମଧ୍ୟ…

ନ୍ୟୁଜିଲାଣ୍ଡ ପାକିସ୍ତାନ କ୍ରିକେଟର…

ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଅଚାନକ ନିଜର ଗସ୍ତ ବାତିଲ୍ କରିଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ୍ କରିଛି ନ୍ୟୁଜିଲାଣ୍ଡ। ଗସ୍ତ…

ପାକିସ୍ତାନକୁ ଲଜ୍ଜା: ସୁରକ୍ଷା ଦୃଷ୍ଟିରୁ…

ପାକିସ୍ତାନ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଅଚାନକ ନିଜର ଗସ୍ତ ବାତିଲ୍ କରିଛି। ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ଏହି ଲଜ୍ଜାଜନକ ଘଟଣାରୁ ବଞ୍ଚାଇବା ପାଇଁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଫୋନ୍…

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ…

ପାକିସ୍ତାନ: ପବିତ୍ର ଜନ୍ମାଷ୍ଟମୀରେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। ଶୀକୃଷ୍ଣଙ୍କ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ଲୋକମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବା ବେଳେ ଏକ ବିଶୃଙ୍ଖଳିତ ଗୋଷ୍ଠୀ ମନ୍ଦିରରେ ଭଙ୍ଗାରୁଜା କରିଥିଲେ। ଏହା…

କାଶ୍ମୀରକୁ ଭାରତଠୁ ମୁକ୍ତ କରି…

ପାକିସ୍ତାନ: ତାଲିବାନ ଆଫଗାନିସ୍ତାନକୁ କବଜା କରିବାରେ ପାକିସ୍ତାନର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାର ମଧ୍ୟରେ ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ କାଶ୍ମୀର ଓ ତାଲିବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ଶାସକ ଦଳ ନେତ୍ରୀ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ତାଲିବାନୀଙ୍କୁ ସହାୟତା କରୁଛି…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବହୁ ସଂଖ୍ୟକ ଲୋକେ ଦେଶ ଛାଡୁଛନ୍ତି। ଏହାରି ମଧ୍ୟରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଗାୟିକା ଆର୍ଯ୍ୟାନା ସୟିଦ୍। ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଥିବା ସେ କହିଛନ୍ତି।…

ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା…

ନୂଆଦିଲ୍ଲୀ: ଟି-୨୦ ବଶ୍ୱକପ୍‌ ମୁକାବିଲା ପାଇଁ ଘୋଷଣା ହେଲା ଗ୍ରୁପ୍‌। ଇଣ୍ଟରନ୍ୟାସନାଲ କ୍ରିକେଟ ଏକାଡେମି ICC ଏହି ଘୋଷଣା କରିଛି। ଶୁକ୍ରବାର ଓମାନରେ ଏହି ଗ୍ରପ୍‌ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଭାରତର ପ୍ରତିଦ୍ୱନ୍ଦି ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି। ଭାରତ ଏବଂ…

ଥରିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜୋରଦାର ଭୁକମ୍ପ ଝଟ୍‌କା। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆଜି ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି। ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫…

ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ…

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି ଗଧ। ପାକିସ୍ତାନର ଆର୍ଥିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପାକିସ୍ତାନରେ ପଶୁମାନଙ୍କ ସଂଖ୍ୟା ୧୯ଲକ୍ଷ ବୃଦ୍ଧି ପାଇଛି। ଏଥିସହ ଗଧଙ୍କ ସଂଖ୍ୟା ୫୫ ଲକ୍ଷରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି। ଏଠାରେ…

ପାକିସ୍ତାନ ଟିଭି ଚାନେଲ୍‌ ହାକ୍: ପରଦାରେ…

ଓଏଲ୍‌ ବ୍ୟୁରୋ: ଚଳିତ ମାସରେ ଭାରତ ଓ ପାକିସ୍ତାନ ଉଭୟ ଦେଶର ସ୍ବାଧୀନତା ଦିବସ ପଡ଼ୁଥିବା ବେଳେ ଆଜି ପାକିସ୍ତାନର ପ୍ରସିଦ୍ଧ ଖବର ସଂସ୍ଥା 'ଡନ୍‌'ର ଟିଭି ଚାନେଲ୍‌ ହ୍ୟାକ୍‌ ହୋଇଛି। ଚାନେଲ୍‌ ହାକ୍‌ ହେବା ପରେ ଏଥିରେ ଭାରତର ଜାତୀୟ ପତାକା ଦେଖିବାକୁ ମିଳିଛି। ଏହା ଉପରେ 'ହାପ୍ପୀ ଇଣ୍ଡିପେଣ୍ଡେନ୍ସ ଡେ'…