Odisha Link
Bridging the Missing Links in Odisha
Browsing Tag

ପାରା ଅଲିମ୍ପିକ୍ସ

ପାରା ଅଲିମ୍ପିକ୍ସ: ଜାଭେଲିନରେ ଭାରତକୁ…

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ବର୍ଷା। ପାରା ଅଲିମ୍ପିକ୍ସ ଜାଭେଲିନ ଥ୍ରୋରେ ଭାରତକୁ ମିଳିଛି ଆଉ ୨ ପଦକ। ଏଥିରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ସୁନ୍ଦର ସିଂହ ଜିତିଛନ୍ତି ବ୍ରୋଞ୍ଚ ପଦକ। ଏହି କ୍ରମରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି…

ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ…

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ ରୌପ୍ୟ ପଦକ। ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ସକାଳୁ ଭାରତ ୨ଟି ପଦକ ହାସଲ କରିଛି। ଆଜି ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା। ସୁଟିଂରେ…

ପାରା ଅଲିମ୍ପିକ୍ସରେ ଭାରତର ଅବନୀ…

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା। ପାରାଲିମ୍ପିକ୍ସର ଇତିହାସରେ ଭାରତ ପ୍ରଥମଥର ପାଇଁ ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ। ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।…

ପାରା ଅଲିମ୍ପିକ୍ସରେ ଭାରତକୁ ଦିନରେ ୩…

ନୂଆଦିଲ୍ଲୀ: ପାରାଅଲିମ୍ପିକ୍ସରେ ଭାରତକୁ ବଡ ସଫଳତା। ଗତକାଲି ଗୋଟିଏ ଦିନରେ ଭାରତକୁ ୩ଟି ପଦକ ମିଳିଛି। ଦୁଇଟି ରୌପ୍ୟ ପଦକ ସହ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ଟେବୁଲ ଟେନିସରେ ଭାରତୀୟ ମହିଳା ଭାବେ ଫାଇନାଲକୁ ପ୍ରବେଶ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତ ପକ୍ଷରୁ ପାରା ଅଲିମ୍ପିକ୍ସ…