Odisha Link
Bridging the Missing Links in Odisha
Browsing Tag

ପିପିଲି

ପିପିଲି ବିଜେପି କାର୍ଯ୍ୟାଳୟ ଉପରେ…

ପିପିଲି: ପିପିଲି ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। କାର୍ଯ୍ୟାଳୟର ଉପର ମହଲାର ଅସ୍ଥାୟୀ ଟେଣ୍ଡ ସାମାନ୍ୟ ପୋଡି ଯାଇଛି। ସେଠାରେ ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକତାମାନେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇଥିଲେ। ଘଟଣା ସମ୍ପର୍କରେ ଖବର…

ବଦଳିଲା ତାରିଖ: ମେ ୧୬ରେ ପିପିଲି…

ଭୁବନେଶ୍ବର: ପୁଣି ବଦଳିଲା ପିପିଲି ଉପନିର୍ବାଚନର ତାରିଖ। ମେ' ୧୩ ବଦଳରେ ମେ' ୧୬ରେ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ଓ ମେ' ୧୯ରେ ଭୋଟଗଣତି ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହେବାକୁ ଥିବା ବେଳେ ଭୋଟଗ୍ରହଣର ଦୁଇଦିନ…

ପିପିଲି: ମୃତ ଅଜିତଙ୍କ ପତ୍ନୀ ହେବେ…

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କକଷା। ଉପ-ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୃତ୍ୟୁବରଣ କରିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା…

ପିପିଲି: ବନ୍ଦ ହେବ ଉପନିର୍ବାଚନ!

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ନେଇ ଏବେ ଅନିଶ୍ଚିତତା ଘେରରେ ଅଛନ୍ତି ନେତା ଓ କର୍ମୀ। ଆସନ୍ତାକାଲି ହେଉଛି ପ୍ରଚାରର ଶେଷଦିନ। ଏଭଳି ପରିସ୍ଥିତିରେ ହଠାତ ଆଜି ପିପିଲିରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ହୋଇଯାଇଥିବାରୁ ନିର୍ବାଚନ…

ପିପିଲି: କଂଗ୍ରେସ ପ୍ରାର୍ଥୀ ମୃତ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଆଉ ମାତ୍ର ୩ ଦିନ ଥିବା ବେଳେ ଏକ ଦୁଃଖଦ ଖବର ଆସିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଆଜି ମୃତ୍ୟୁ ହୋଇଛି। ଗତ ସପ୍ତାହରେ ନିର୍ବାଚନ ପ୍ରଚାର ବେଳେ ବାଇକ୍‌ ଶୋଭାଯାତ୍ରାରେ…

ପିପିଲି ପଲିଟିକ୍ସରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ପିପିଲି ରାଜନୀତିର ନିଆଁ ବଢ଼ିବାରେ ଲାଗିଛି। ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାରେ ଜଣେ ମତଦାତାଙ୍କ ଜୀବନ ଚାଲିଯାଇଛି। ତିନିଦିନ ତଳେ ସଂଘଟିତ ଏହି ହିଂସାରେ ସଂକଟାପନ୍ନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପାଣ୍ଡବ ବେହେରା, ଘର ଡେଲାଙ୍ଗ ଥାନା…

ପିପିଲି ଲାଇଭ୍: ନଥାମାନଙ୍କର କଥା କିଏ…

ଭୁବନେଶ୍ବର: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବେ ବୋଲି ସବୁଜ ପ୍ରତିଶ୍ରୁତି ଢାଳନ୍ତି ତ କେନ୍ଦ୍ରମନ୍ତ୍ରୀ ପରିବର୍ତ୍ତନର ଆହ୍ବାନ ଦେଇ ବିକାଶର ଗୈରିକ ସ୍ବପ୍ନ ନେଇ ଉଭା ହୁଅନ୍ତି। ଏମିତି ଗୋଟିଏ ପରେ ଗୋଟିଏ ନିର୍ବାଚନ ଆସେ ଆଉ ଯାଏ। କିନ୍ତୁ ସବୁଜ ସ୍ବପ୍ନ ଓ ଗୈରୀକ ସ୍ବପ୍ନ ଏକାକାର…

ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀଙ୍କୁ…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ମତ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାଧାରରତଃ ରାଜନୀତି ଠାରୁ ଦୂରେଇ ରହୁଥିବା ଦୂତୀ ଫେସବୁକରେ ଜଣେ ବନ୍ଧୁଙ୍କ ମତ ଉପରେ ପ୍ରତିମନ୍ତବ୍ୟ ଦେଇ ଲେଖିଛନ୍ତି- "ତମର…