Odisha Link
Bridging the Missing Links in Odisha
Browsing Tag

ପୁଅ

ମଦ ନିଶା ପାଇଁ ପୁଅକୁ ମାରି ପୋତି ଦେଲା…

ବାଲିଗୁଡ଼ା: ପୁଅର ମଦ ନିଶା ହେଲା କାଳ। ମଦ ନିଶା ଅସହ୍ୟ ହେବାରୁ ଶେଷରେ ଜନ୍ମ କଲା ପୁଅକୁ ମାରିଦେଲା ବାପା। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରମିଲା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ ପୂଜାରୀ। ପୁଲିସ ହତ୍ୟାକାରୀ ବାପା ଭୁସ୍କର ପୂଜାରୀ ସମେତ…

ଅଗ୍ନିକାଣ୍ଡରେ ପୋଡି ମାଆ ଓ ପୁଅ ଗୁରୁତର

ଭଦ୍ରକ: ନିଆଁରେ ଜଳି ମାଆ ଓ ପୁଅ ଗୁରୁତର। ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ପୁରସ୍ତମ ସାହୁଙ୍କ ପରିବାର ଲୋକ ଖାଇପିଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଗୁହାଳରୁ ଗୋରୁଙ୍କୁ ଖୋଲିବା ବେଳେ ଘଟିଲା ଅଘଟଣ।…

ପୁଅ ନାଁରେ ବଧୂହତ୍ୟା ଅଭିଯୋଗ ଆଣିଲା ମା’

ପଟ୍ଟାମୁଣ୍ଡାଇ: ନିଜ ପୁଅ ନାଁରେ ହତ୍ୟା ଅଭିଯୋଗ ଆଣିଲା ମା'। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ ବାଲିପାଟଣା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ବାଲିପାଟଣା ଗାଁରେ ଦୀପିକା ତରାଇ ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଶାଶୁ…

ଜଙ୍ଗଲରେ ଅସହାୟ ବୃଦ୍ଧା ମାଆକୁ ଛାଡ଼ି…

ଭଞ୍ଜନଗର: ଜଙ୍ଗଲରେ ଅସହାୟ ବୃଦ୍ଧା ମାଆକୁ ଛାଡ଼ି ଚାଲିଗଲା ପୁଅ। ପରିଣତ ବୟସରେ ପୁଅ ସାହା ହେବା ବଦଳରେ ଦୃଷ୍ଟି ବାଧିତ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲିଯାଇଛି। ଏଭଳି ଏକ କରୁଣ ଓ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ। ଘର ଚଳାଇବାକୁ ସମର୍ଥ ନଥିବାରୁ ପୁଅ ଏଭଳି…