Odisha Link
Bridging the Missing Links in Odisha
Browsing Tag

ପୁଲିସ

ବିସ୍ଫୋରଣରେ ଉଡ଼ିଗଲା ପୁଲିସ ଷ୍ଟେସନ, ୧୨…

ଓଏଲ୍‌ ବ୍ୟୁରୋ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ଉଡ଼ିଗଲା ପୁଲିସ ଷ୍ଟେସନ। ଚାଲିଗଲା ୧୨ରୁ ଉର୍ଦ୍ଧ୍ବ ପୁଲିସଙ୍କ ଜୀବନ। ଏଥିସହିତ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଘଟଣା ଗତକାଲି ରାତିରେ ପାକିସ୍ତାନର ସ୍ବାତରେ ଘଟିଛି। ଯାହାଫଳରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଗତକାଲି ସୋମବାର ଦିନ…

୧୫୨ ପୁଲିସଙ୍କୁ ମିଳିବ କେନ୍ଦ୍ର…

ନୂଆଦିଲ୍ଲୀ: ତଦନ୍ତରେ ଔତ୍କର୍ଷ୍ୟ ପାଇଁ ୧୫୨ ପୁଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଦିଆଯିବା…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା:…

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୃତ୍ୟୁ ଉପରୁ ପରଦା ହଟୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅପରପକ୍ଷେ ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି…

ଓଏସଏସସି ଅଫିସ ସାମ୍ନାରେ ଛାତ୍ର କଂଗ୍ରେସ…

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ( ଓଏସଏସସି ) ଅଫିସ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଓଏସଏସସି ନିଯୁକ୍ତିର ତଦନ୍ତ ଦାବିରେ କମିଶନଙ୍କ ଅଫିସ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ଓଏସଏସସିଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ ପରେ ଚାକିରିରେ…

ଡ଼ିଏଫଓଙ୍କୁ ମିଳିତ ଭାବେ ପଚରାଉଚୁରା…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ମାମଲାକୁ  ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି କ୍ରାଇମ ସିନ୍ ବୁଲି ଦେଖିବ କ୍ରାଇମବ୍ରାଞ୍ଚ। ଡ଼ିଏଫଓଙ୍କୁ…

୬ଷ୍ଠ ବିବାହ ବେଳେ ଭଣ୍ଡ ବାବାକୁ ଗିରଫ…

କାନପୁର: ୬ଷ୍ଠ ବିବାହ ବେଳେ ବାବାକୁ ଧରିଲା ପୁଲିସ। ପୂର୍ବରୁ ୫ଥର ବିବାହ କରି ୬ଷ୍ଠ ବିବାହ କରିବାକୁ ଯାଉଥିବା ବେଳେ ଧରିଲା ପୁଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି କାନପୁରରେ। ବ୍ୟକ୍ତି ଜଣଙ୍କ ପୂର୍ବରୁ ୫ ଜଣଙ୍କୁ ବିବାହ କରି ସେମାନଙ୍କ ଠାରୁ ଆଇନଗତ ଉପାୟରେ ଅଲଗା ନ ହୋଇ ମଧ୍ୟ ୬ଷ୍ଠ ବିବାହ କରିବାକୁ…

ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସର ଜେରା

କୋଲକାତା: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୁଲିସ ଜେରା। ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ମିଥୁନ। ନିର୍ବାଚନ ବେଳେ ସେ ଦେଇଥିବା ବିବାଦୀୟ ଭାଷଣ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ମିଥୁନ ଏପ୍ରିଲ-ମେ’ ମାସରେ ବେଙ୍ଗଲରେ ଅନୁଷ୍ଠିତ…

ପୁଲିସ ମାଓବାଦୀ ମୁହାଁମୁହିଁ

ମାଥିଲି: ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳିବିନିମୟ। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ମୁତାବକ, ଜଙ୍ଗଲରେ ମାଓ ଶିବିର ଥିବା ସୂଚନା ପାଇ ଅପରେସନ ଆରମ୍ଭ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ…

ଏତଲା ନେବାକୁ ଘରକୁ ଆସିବ ପୁଲିସ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେଉଛି ଲକ୍‌ଡାଉନ୍‌। ମେ' ୫ରୁ ଆରମ୍ଭ ହୋଇ ଲକ୍‌ଡାଉନ୍‌ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ। ଏହି ସମୟରେ ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯିବ। ଏହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଏଣିକି…

ମାରି ମାରି ଦରମରା କଲା ପୁଲିସ, ଦେଖନ୍ତୁ…

ଭୋପାଳ: ଅତି ଅମାନୁଷିକ ଭାବେ ବଜାର ଉପରେ ଜଣେ ବ୍ୟକ୍ତିଙ୍କୁ ମାରି ମାରି ଦରମରା କରିଛି ମଧ୍ୟପ୍ରଦେଶ ପୁଲିସ। ଏ ଘଟଣା ଜଣାପଡ଼ିବା ପରେ ଦୁଇ ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି ସ୍ଥାନୀୟ ସରକାର। ଦୁଇ ଅଧିକାରୀ ହେଲେ ହେଡ କନଷ୍ଟେବଲ କୃଷ୍ଣ ଡୋଙ୍ଗରେ ଓ କନଷ୍ଟେବଲ ଆଶିଷ। ଘଟଣା ଘଟିଛି ମଧ୍ୟପ୍ରଦେଶ…