Odisha Link
Bridging the Missing Links in Odisha
Browsing Tag

ପେଟ୍ରୋଲ

ଶସ୍ତା ପେଟ୍ରୋଲର ସୂତ୍ର ବତାଇଲେ…

ଓଏଲ୍‌ ବ୍ୟୁରୋ: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ। ପରିବାଠୁ ଆରମ୍ଭ କରି ପେଟ୍ରୋଲ, ଗ୍ୟାସ୍‌ ଦର ପୂର୍ବଅପେକ୍ଷା ଅଧିକ ମହଙ୍ଗା ହୋଇଛି। ଯାହାର ପ୍ରଭାବ ସିଧା ଜନତାଙ୍କ ପକେଟ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ବରେ ଅଛି। ତେବେ ଏସବୁ ମଧ୍ୟରେ…

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ୟାସ ସିଲିଣ୍ଡର ଦର ବଢ଼ିବା କାରଣରୁ ଖାଉଟୀଙ୍କୁ ଚିନ୍ତାରେ ଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ ଟିକେ ଆଶ୍ୱସ୍ତି ମିଳିଛି। ମାସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର…

ପେଟ୍ରୋଲ ପରେ ଶତକ ଟପିଲା ଡିଜେଲ

ଭୁବନେଣ୍ବର: ପେଟ୍ରୋଲ ପରେ ଏବେ ଶତକ ଟପିଲା ଡ଼ିଜେଲ ଦର। ଲଗାତାର ପେଟ୍ରୋଲ ଓ ଡ଼ିଜେଲ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡୁଛି। କୋରାପୁଟରେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିଛି। ଗତକାଲି ଡିଜେଲ ଦର ୯୯ ଟଙ୍କା ୭୫ ପଇସା ଥିବାବେଳେ ଆଜି ଏହା ୩୦ ପଇସା…

ପୁଣି ବଢିଲା ତୈଳ ଦର, କେତେ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି…