ପୋର୍ଣ୍ଣୋଗ୍ରାଫି ମାମଲା: ତଦନ୍ତ କରିବ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବିଜନେସମ୍ୟାନ୍ ରାଜ୍କୁନ୍ଦ୍ରାଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମିଳିଥିବା ସୂଚନା ମୁତାବକ ରାଜ କୁନ୍ଦ୍ରା ଓ ଲଣ୍ଡନର ଏକ କମ୍ପାନୀ…