Odisha Link
Bridging the Missing Links in Odisha
Browsing Tag

ବନ୍ଦ

ବର୍ଷାର ପ୍ରଭାବରୁ ଆଜି ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ଲଗାଣ ବର୍ଷା କାରଣରୁ ଆଜି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି। ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତି ନିଆଯାଇଛି। ତେବେ ଲଗାଇ ବର୍ଷା କାରଣରୁ କୌଣସି…

ରାଜ୍ୟରେ ବନ୍ଦ ହୋଇଛି ୩୨୦୭ ଉଦ୍ୟୋଗ

ଭୁବନେଶ୍ୱର: କରୋନା ମହାମାରୀର ପ୍ରଭାବ ଅର୍ଥନୀତି ଉପରେ ବିଶେଷଭାବେ ପଡିଛି। ଫଳରେ କେତକେ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ପଡିଛି ତ କେତେକର ଅବସ୍ଥା ଅତି ଶୋଚନୀୟ ହୋଇଛି। ଏହାରି ମଧ୍ୟରେ କରୋନା ସ୍ଥିତି ପାଇଁ ଉଦ୍ୟୋଗ ବନ୍ଦ ନେଇ ଗୃହରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର।…

୧୦ ଦଫା ଦାବିରେ ମୟୂରଭଞ୍ଜ ବନ୍ଦ

ବାରିପଦା: ୧୦ ଦଫା ଦାବିରେ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା। ୧୦ ଦାବି ନେଇ ଜିଲ୍ଲା ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଯାହାର ପ୍ରଭାବ ବାରିପଦା ସହର ଭିତରେ କାଁ ଭାଁ ଦେଖିବାକୁ ମିଳିଛି। ପୁଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସଂଗଠନ ପକ୍ଷରୁ…

ଆସନ୍ତା କାଲିଠୁ ୩ ଦିନ ବନ୍ଦ ରହିବ…

ଭୁବନେଶ୍ୱର: ଆସନ୍ତା କାଲିଠୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩ ଦିନ ଧରି ବନ୍ଦ ରହିବ। ଆସନ୍ତା କାଲି ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ଥିବାବେଳେ ୨୯ରେ ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ସୋମବାର ୩୦ ତାରିଖରେ ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…

ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ସର୍ବସାଧାରଣ…

ପୁରୀ: ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ। ଗତ କାଲି କରୋନା କଟକଣା ପରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ବନକଲାଗି ନୀତି ଦତ୍ତ ମହାପାତ୍ର…

ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ କରାଯାଉଛି। ମାତ୍ର ରାଜ୍ୟରେ ଟିକାର ଅଭାବ ଚିନ୍ତା ବଢ଼ାଇଛି। କେନ୍ଦ୍ର ସରକାର ଜୁନ୍ ମାସ ପାଇଁ ଆବଶ୍ୟକ ଟିକା ଦେଇନଥିବାରୁ ଟିକାର ଅଭାବ ଦେଖାଦେଇଛି। ଫଳରେ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି। ଅନୁଗୁଳ, ବଲାଙ୍ଗିର,…

ନୂଆ IT ନିୟମ: ଅଭିଯୋଗର ୨୪ ଘଣ୍ଟାରେ…

ନୂଆଦିଲ୍ଲୀ: ଅଭିଯୋଗର ୨୪ ଘଣ୍ଟାରେ ବନ୍ଦ ହେବ ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଆକାଉଣ୍ଟ। ନୂଆ ଆଇଟି ନିୟମ ଲାଗୁ ହେବା ପରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ନୂଆ ନିୟମ ଅନୁଯାୟୀ, ସୋସିଆଲ ମିଡିଆ କମ୍ପାନୀକୁ କୌଣସି ଫେକ୍…

ଏହି ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଟ୍ୱିଟ ହଟାଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ୱିଟର। ଟ୍ୱିଟର ବିରୋଧରେ ନାଇଜେରିଆ ସରକାର ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଟ୍ୱିଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଦୁଇପାଖିଆ…

ଲକ୍‌ଡାଉନରେ କ’ଣ ବନ୍ଦ, କ’ଣ ଖୋଲା ରହିବ…

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍‌। ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟରେ ୧୬ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭…

ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ…

ପଟ୍ଟାମୁଣ୍ଡାଇ: ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ବନ୍ଦ ରହିବ। ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ତେଣୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା।…