Odisha Link
Bridging the Missing Links in Odisha
Browsing Tag

ବନ ସଂରକ୍ଷକ

ମିଳିଲା ବନ ସଂରକ୍ଷକଙ୍କ ଘରୁ ହାତଲେଖା…

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଅଚାନକ ନିଆଁରେ ପୋଡି ହୋଇ ଯାଇଥିବା ମାମଲାର ତଦନ୍ତ କରୁଛି ପୁଲିସ। ପରିବାର ଓ ଅନ୍ତରଙ୍ଗ ବନ୍ଧୁଙ୍କ ବୟାନ ରେକର୍ଡ କରୁଛି ପାରଳାଖେମୁଣ୍ଡି ପୁଲିସ। ଏଥସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛି। ଏହାରି…

ବନ ସଂରକ୍ଷକଙ୍କ ମୃତ୍ୟୁ ମାମଲା: ୩ ଜଣଙ୍କ…

ଗଜପତି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ର କେମିତି ପୋଡ଼ି ହେଲେ? ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହି ଥିବା ବେଳେ ଏହି ମାମଲାରେ ଏବେ ତିନି ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଘଟଣା ଦିନ ଘରେ ସୌମ୍ୟରଂଜନଙ୍କ ସ୍ତ୍ରୀ,…

ନିଆଁରେ ପୋଡି ହୋଇ ବନ ସଂରକ୍ଷକଙ୍କ…

ପାରଳାଖେମୁଣ୍ଡି: ନିଆଁରେ ପୋଡି ହୋଇ ଚିକିତ୍ସିତ ଅବସ୍ଥାରେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଆଜି ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଶେଷରେ ଆଖି ବୁଜିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ…