ଟିଏମସିରେ ଯୋଗ ଦେଲେ ବାବୁଲ ସୁପ୍ରିଓ
କୋଲକାତା: ଟିଏମସିରେ ସାମିଲ ହେଲେ ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ଗତମାସରେ ହଠାତ୍ ସେ ବିଜେପି ଦଳରୁ ଇସ୍ତଫା ଦେଇଥିଲେ ଓ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ।…