Odisha Link
Bridging the Missing Links in Odisha
Browsing Tag

ବିଏମସି

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ ଆଣିଲା…

ଭୁବନେଶ୍ବର: ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି। ଆସନ୍ତାକାଲି ଅନନ୍ତ ବ୍ରତ ପଡୁଥିବାରୁ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗାଇଡଲାଇନ ଧାର୍ଯ୍ୟ କରିଛି ଭୁବନେଶ୍ୱର ମହାନଗର ନିଗମ। ଆସନ୍ତାକାଲି ଅନନ୍ତ ବ୍ରତ ସକାଶେ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇପାରେ। ଯାହା…

ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ…

ଭୁବନେଶ୍ୱର: ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଟିକା। ଏନେଇ ଆଜି ପ୍ରେସମିଟ୍ କରି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଦେଶକୁ ପାଠ ପଢ଼ିବାକୁ ଯିବାକୁ…

ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍…

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ ହୋଇଛି। ରାଜଧାନୀରେ କରୋନା ଦୈନିକ ସଂକ୍ରମଣ ହାର ସବୁଠୁ ଅଧିକ ରହୁଥିବାରୁ ବିଏମସି ପକ୍ଷରୁ ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ ଆରମ୍ଭ କରାଯାଇଛି। ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି।୪୫ ବର୍ଷ ବୟସରୁ…

ଭୁବନେଶ୍ବରରେ ଖୋଲିବ ଦୋକାନ, କଣ ବନ୍ଦ ଓ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି। କୋଭିଡ୍-୧୯ ବା ଲକ୍‌ଡାଉନ୍ କଟକଣା ଅନୁଯାୟୀ ନୂଆ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ଏପରିକି କେତେଟାରୁ କେତେବେଳ ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ସେନେଇ ପୂରା ବିଜ୍ଞପ୍ତି ଜାରି କରିଛି ବିଏମସି। ତେବେ…

ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ ମୁକ୍ତ। ଭୁବନେଶ୍ବରରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲେ। ଏବେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର…