Odisha Link
Bridging the Missing Links in Odisha
Browsing Tag

ବିଜେଡି

ନିର୍ବାଚନ ୨୦୨୪: ବିଜେଡି ନିର୍ବାଚନ…

ଓଏଲ୍‌ ବ୍ୟୁରୋ: ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଶାସକ ଦଳ ବିଜୁ ଜନତା ଦଳ କିଭଳି ହେବ ଚଳିତଥରର ନିର୍ବାଚନୀ ଇସ୍ତାହାରର ରୂପରେଖ ସେ ନେଇ ଆରମ୍ଭ କରିଛି ବୈଠକ। ଆଜି ଶଙ୍ଖ ଭବନରେ କମିଟିର ପ୍ରଥମ ଇସ୍ତାହାର…

ମହିଳା ସଂରକ୍ଷଣ ନୀତି ଲାଗୁ କରିପାରେ…

ଭୁବନେଶ୍ବର: ୨୭ ବର୍ଷର ଅପେକ୍ଷା ପରେ ଦେଶରେ ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେବାକୁ ଯାଉଛି। ମାତ୍ର ଦୁଇଦିନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେବା ସହ ସଂସଦ ଓ ବିଧାନସଭାରେ ଅତି କମରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରତିନିଧି ବସିବା ଲାଗି ବାଟ ଫିଟିଛି। ତେବେ ଏହି ବିଲ୍‌ ବାବଦରେ…

ବିଜେଡି ଜିତିଲେ ଅନ୍ୟକେହି ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ନାଁ ନେଇ କଲେ ଟାର୍ଗେଟ। ଆଜି ଭିକେ ପାଣ୍ଡିଆନ୍‌ ଅନୁଗୁଳ ଗସ୍ତ କରିଥିବା ବେଳେ ଭୁବନେଶ୍ବରରୁ ତାଙ୍କ ଗସ୍ତକୁ ନେଇ ଟାର୍ଗେଟ କରିଛି ବିଜେପି।…

ବିଜେଡ଼ିରେ ମିଶ୍ରଣ ପର୍ବ

କୋରାପୁଟ: ବିଜେଡ଼ିରେ ମିଶ୍ରଣ ପର୍ବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। କୋରାପୁଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ଯୋଗ ଦେଇଛନ୍ତି। ସେ ନିଜର କର୍ମୀ ଓ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏହି…

ବିରୋଧୀ ଗୃହକୁ ଚଳାଇ ନଦେବାରୁ ଧାରଣା…

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧବେଶନର ଶେଷ ଦିନ। ଶେଷ ଦିନରେ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା କରି ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର…

ବିଜେଡିରେ ଯୋଗଦେବା ନେଇ ପ୍ରତିକ୍ରିୟା…

ଭୁବନେଶ୍ବର: ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ। ସେ ଏଭଳି ପ୍ରଚାରକୁ ଖଣ୍ଡନ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏସବୁ ଗୁଜବ ପ୍ରଚାର…

ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀଙ୍କୁ…

ଭୁବନେଶ୍ୱର: ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବ ବିଜୁ ଜନତା ଦଳ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସୂଚନା…

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର: ବିଜେଡିର ମିଶ୍ରଣ ପର୍ବ। ଆଜି ଭୁବନେଶ୍ୱର ସ୍ଥିତ ମାନ୍ୟବର ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ(ବବି ଭାଇ)ଙ୍କ ସରକାରୀ କ୍ୱାର୍ଟର ପରିସରରେ ତାଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଅଧ୍ୟକ୍ଷା ଶ୍ରୀମତୀ ରମ୍ଭାବତି ଦେହୁରୀ ଏବଂ ରାଇଡିହା ସରପଞ୍ଚ ଶ୍ରୀମତୀ…

ବିଜେଡି ନୂଆ କାର୍ଯ୍ୟାଳୟର…

ଭୁବନେଶ୍ୱର: ପବିତ୍ର ରଥଯାତ୍ରାରେ ଅବସରରେ ବିଜୁ ଜନତା ଦଳର ନୂଆ ରାଜ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ କାର୍ଯ୍ୟଳୟ। ଗତ ୨୩ ବର୍ଷ ଭିତରେ ଓଡିଶା ବାସୀଙ୍କ ନିକଟରେ ବିଜୁ…

ବିଜେଡି ବିଜେପି କର୍ମୀ ମୁହାଁମୁହିଁ

ଆଠଗଡ଼: ଆଠଗଡ଼ରେ ବିଜେପି କର୍ମୀ ଓ ବିଜେଡି ସର୍ମଥକ ମୁହାଁମୁହିଁ। ଘଟଣାସ୍ଥଳରେ ଢେଲାପଥର ମାଡ଼ ସହ ଉତ୍ତେଜନା ଦେଖିବାକୁ ମିଳିଛି। ଫଳରେ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ…