Odisha Link
Bridging the Missing Links in Odisha
Browsing Tag

ବିବାହ

ଦ୍ୱିତୀୟ ବିବାହ କରିବେ ଆଉ ୨ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ନିକଟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ କଥା ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଦୁଇଜଣ ଜିଲ୍ଲାପାଳ ଜୀବନ ସାଥୀ ହେବାକୁ ଯାଉଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା…

ଡିସେମ୍ବରରେ ଶେହନାଜଙ୍କୁ ବିବାହ…

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ୪୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ ଶେହନାଜ ଗିଲ ଭାଙ୍ଗି ପଡିବା ସହ ମାନସିକ ସ୍ଥିତି ଭଲ ନାହିଁ। ଏହାରି ମଧ୍ୟରେ ସିଦ୍ଧାର୍ଥ ଓ…

କାବୁଲ ଏୟାରପୋର୍ଟ ବାହାରେ ମହିଳାଙ୍କୁ…

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନୀଙ୍କ ରାଜ୍‌ ଚାଲିଛି। ତାଲିବାନିଙ୍କ ଭୟରେ ଆଫଗାନିସ୍ତାନରୁ ନାଗରିକମାନଙ୍କ ପଳାୟନ ଜାରି ରହିଛି । ବିମାନବନ୍ଦର ବାହାରେ ମହିଳା ମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ଯାହାଦ୍ୱାରା ସେମାନଙ୍କୁ ଦେଶ ବାହାରକୁ ନିଆଯାଇପାରିବ। ସୂଚନା ଅନୁଯାୟୀ, ଆଫଗାନିସ୍ତାନ…

୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ…

ଉତ୍ତରପ୍ରଦେଶର: ୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ ମହିଳାଙ୍କ ସହ କରାଉଥିଲେ ବିବାହ। ଏନେଇ ଥାନାରେ ବର ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମଳିଛି ଉତ୍ତରପ୍ରଦେଶରରେ। ବର ଶତ୍ରୁଘ୍ନ ସିଂହଙ୍କ କହିବା ମୁତାବକ, ତାଙ୍କୁ ପ୍ରତାରଣା କରାଯାଇଛି। ବିବାହ ପାଇଁ ଜଣେ ୨୦ ବର୍ଷୀୟ ଝିଅର ଫଟୋ କନ୍ୟା…

ବିବାହ ପୂର୍ବରୁ ହୋଇଥିଲା ଛାଡ଼ପତ୍ର…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ମୃତ୍ୟୁକୁ ୬ଦିନ ବିତିଲାଣି ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ। ତେବେ ଏହା ଭିତରେ ସୌମ୍ୟଙ୍କ ଜାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସୌମ୍ୟଙ୍କ ମାମୁଁ…

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ ଓ…

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ଦିଶା ପରମାର। ବହୁ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ କରିଛନ୍ତି। ଦୁଇଜଣଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ରାହୁଲ୍ ବର ବେଶ ସାଜି ମଣ୍ଡପରେ ପହଞ୍ଚି ଥିବା ବେଳେ ଦିଶା ମଧ୍ୟ କନିଆ ବେଶରେ ଖୁବ୍ ସୁନ୍ଦର…

୬ଷ୍ଠ ବିବାହ ବେଳେ ଭଣ୍ଡ ବାବାକୁ ଗିରଫ…

କାନପୁର: ୬ଷ୍ଠ ବିବାହ ବେଳେ ବାବାକୁ ଧରିଲା ପୁଲିସ। ପୂର୍ବରୁ ୫ଥର ବିବାହ କରି ୬ଷ୍ଠ ବିବାହ କରିବାକୁ ଯାଉଥିବା ବେଳେ ଧରିଲା ପୁଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି କାନପୁରରେ। ବ୍ୟକ୍ତି ଜଣଙ୍କ ପୂର୍ବରୁ ୫ ଜଣଙ୍କୁ ବିବାହ କରି ସେମାନଙ୍କ ଠାରୁ ଆଇନଗତ ଉପାୟରେ ଅଲଗା ନ ହୋଇ ମଧ୍ୟ ୬ଷ୍ଠ ବିବାହ କରିବାକୁ…

ଜଣଙ୍କୁ ପିନ୍ଧାଇଲେ ବରମାଳା ଆଉ ଜଣଙ୍କୁ…

ଉତ୍ତରପ୍ରଦେଶ: ଜଣଙ୍କୁ ପିନ୍ଧାଇଲେ ବରମାଳା ଆଉ ଜଣଙ୍କୁ କଲେ ବିବାହ। ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ କନ୍ୟାକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ୨ଟି ବର। ଜଣେ କନ୍ୟାକୁ ବରମାଳା ପିନ୍ଧାଇଲେ ତ ଆଉ ଜଣେ ଶିଶୁପାଳ ହୋଇ ଫେରିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

ଭିକ୍କି କୌଶଲ ଏବଂ କ୍ୟାଟ୍ରିନା…

ମୁମ୍ବାଇ: ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଉରି ଫେମ୍‌ ଭିକ୍କି କୌଶଲ ନିଜ ସମ୍ପର୍କକୁ ଚର୍ଚ୍ଚାରେ ରହି ଆସୁଛନ୍ତି। ଏହି ଦୁଇ ଆକ୍ଟର ନିଜ ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି। ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା କୁହାଯାଉଛି। ଏନେଇ ଦୁଇ ଜଣ ଉଭୟଙ୍କ ସମ୍ପର୍କକୁ ନେଇ…

ବିବାହ ବନ୍ଧନରେ ବାନ୍ଧି ହେଲେ ୟାମି ଗୌତମ

ମୁମ୍ବାଇ: ବିବାହ ବନ୍ଧନରେ ହେଲେ ବଲିଉଡ ଅଭିନେତ୍ରୀ ୟାମି ଗୌତମ। ଲକଡାଉନ୍‌ରେ ଗୋପନରେ ବିବାହ କରିଛନ୍ତି ୟାମି। ନିଜ ପରିବାର ଲୋକ ଏବଂ ନିକଟ ସମ୍ପର୍କିୟଙ୍କ ଉପସ୍ଥିତିରେ ବହୁ ଦିନର ସାଙ୍ଗକୁ କଲେ ଜୀବନସାଥୀ। ଉରି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି ୟାମି। ବୈଦିକ ରତିନୀତିରେ ଦୁହିଁଙ୍କ…