Odisha Link
Bridging the Missing Links in Odisha
Browsing Tag

ବିମାନବନ୍ଦର

ବର୍ଷାରେ ଦିଲ୍ଲୀ ବିମାନବନ୍ଦର ପାଲଟିଲା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ପ୍ରବଳ ବର୍ଷାର ପ୍ରଭାବ ରାସ୍ତାଘାଟ ସହ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରରେ ଅଧିକ ବର୍ଷା କାରଣରୁ ବିମାନବନ୍ଦରରେ ଗୋଳିଆ ପାଣି ପଶିଯାଇଥିଲା, ଯାହାର ଫଟୋ ଏବଂ ଭିଡିଓ ଏବେ…

ପୁଣି କାବୁଲ ବିମାନବନ୍ଦରରେ ଫୁଟିଲା ଗୁଳି

କାବୁଲ: କାବୁଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପୁଣି ଫୁଟିଲା ଗୁଳି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଛି। ଗ୍ରେନେଡ୍ ମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି। ତାଲିବାନୀଙ୍କ ଫାୟାରିଂର ଶବ୍ଦ ଶୁଣି ଜୀବନ ବଂଚାଇବା ପାଇଁ ଏଣେତେଣେ ଲୋକେ ଦୌଡୁଥିବା ଏକ ଭିଡିଓ ଏବେ…

ପୁରୀରେ ବିମାନବନ୍ଦର ପାଇଁ ଚିହ୍ନଟ ହେଲା…

ଭୁବନେଶ୍ୱର: ପୁରୀରେ ବିମାନବନ୍ଦର ପାଇଁ ଚିହ୍ନଟ ହେଲା ଜାଗା। ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର। ଏହି ବିମାନବନ୍ଦର ୧ ହଜାର ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିପାଇଁ ଜାଗା ଚିହ୍ନଟ ହୋଇଛି। ଭୁବନେଶ୍ୱରରୁ ପୁରୀକୁ ୬ ଥାକିଆ ଏକ୍ସପ୍ରେସ ହାଇୱେ ସଂଯୋଗ କରିବ। ଏୟାରପୋର୍ଟ ଅଥରଟି…

ପୁରୀରେ ହେବ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟ ବିମାନବନ୍ଦର। ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍‌ ଶ୍ରୀକ୍ଷେତ୍ର ଯାଇଛି। ଏହି ଟିମ୍‌ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍‌ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି।…

ଖୋଲିଲା ଝାରସୁଗୁଡ଼ା ବିମାନବନ୍ଦର: ପ୍ରଥମ…

ଝାରସୁଗୁଡ଼ା: ଲକ୍‌ଡାଉନ୍‌ କାରଣରୁ ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସୋମବାର ଦିନ ଝାରସୁଗୁଡ଼ା ବିମାନବନ୍ଦର ପୁଣି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଦିନରେ ୫ଟି ବିମାନ ଯିବା-ଆସିବା କରିବାର ଥିବା ବେଳେ ୩ଟି ବାତିଲ ହୋଇଯାଇଛି। ଦୁଇଟି ସ୍ପାଇସ୍‌ଜେଟ୍‌ ବିମାନ ଆସିଥିବା ବେଳେ ସମାନ ବିମାନ ଦ୍ବୟ ପୁଣି ଏଠାରୁ…

ଲକ୍‌ଡାଉନ୍‌ ପରେ ସକାଳ ୧୦ରୁ ସଂଧ୍ୟା ୬…

ଭୁବନେଶ୍ବର: ଲକ୍‌ଡାଉନ୍‌ ହଟିବା ପରେ ଉଡ଼ାଣ କଟକଣା ଜାରି ରହିବ। ଭୁବନେଶ୍ବର ବିମାନବନ୍ଦର ଗୋଟିଏ ମାତ୍ର ଶିଫ୍ଟ (୮ ଘଣ୍ଟା) ଖୋଲା ରହିବ। ଅର୍ଥାତ୍‌ ସକାଳ ୧୦ ଠାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବିମାନବନ୍ଦର କାର୍ଯ୍ୟକ୍ଷମ ରହିବ ଓ ସେହି ସମୟ ଭିତରେ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର…