ଯୌତୁକ ନିର୍ଯ୍ୟାତନା: ବୋହୂକୁ ବିଦ୍ୟୁତ…
ଗଞ୍ଜାମ: ବୋହୂକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ଶାଶୂ। ଏଭଳି ଏକ ଅମାନବିୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡ଼ା ଗାଁରେ।
ସୂଚନା ମୁତାବକ, ଆଜି ଗାଁର ବିଚ୍ ରାସ୍ତା ଉପରେ ବୋହୂକୁ ଯୌତୁକ ନିର୍ଯ୍ୟାତନା। ମାନବିକତା ଭୁଲି ବୋହୂକୁ ଗାଁ ଦାଣ୍ଡ ବିଦ୍ୟୁତ…