ପାରାଲିମ୍ପିକ୍ସ: ଆର୍ଚେରୀରେ…
ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରହିଛି। ଆଜି ଆର୍ଚେରୀରେ ପ୍ରଥମ ପଦକ ହାସଲ କରିଛି ଭାରତ। ହରବିନ୍ଦର ସିଂ ଆର୍ଚେରୀରେ ବ୍ରୋଞ୍ଜ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଭାରତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି…