Odisha Link
Bridging the Missing Links in Odisha
Browsing Tag

ବ୍ଲାକ ଫଙ୍ଗସ

ବ୍ଲାକ ଫଙ୍ଗସ ଔଷଧ ଉପରୁ ଟିକସ ଛାଡ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଟିକା ଓ ଜିଏସଟିରେ କୌଣସି ପରିବର୍ତ୍ତନ କରାଯାଇନଥିବା ଅର୍ଥମନ୍ତ୍ରୀ…

ସମ୍ ଅଲ୍ଟିମେଟ ମେଡିକାୟରରେ ବ୍ଲାକ ଫଙ୍ଗସ…

ଭୁବନେଶ୍ୱର: ବ୍ଲାକ ଫଙ୍ଗସରେ ପୀଡିତ ଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତି ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସମ୍ରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇଛି। ଗଞ୍ଜାମ ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ…

ବ୍ଲାକ ଫଙ୍ଗସ ମୁକାବିଲା ପାଇଁ…

ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ ମହାମାରୀକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି, ମୋଦୀ ସରକାରର କୁଶାସନ ଯୋଗୁଁ କେବଳ ଭାରତରେ କରୋନା ସହିତ ବ୍ଲାକ ଫଙ୍ଗସ ମହାମାରୀ ବ୍ୟାପୁଛି। ଭ୍ୟାକ୍ସିନର ଅଭାବ ସହିତ ଏହି ନୂତନ ମହାମାରୀ ପାଇଁ…

ବ୍ଲାକ ଫଙ୍ଗସ ନିରାକରଣ ପାଇଁ ୩ ସୂତ୍ରୀ…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କାୟା ମେଲାଉଥିବା ବେଳେ ଚିନ୍ତା ବଢ଼ାଇଛି ମହାମାରୀ ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କର ବ୍ଲାକ ଫଙ୍ଗସରେ ଜୀବନ ଗଲାଣି। ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ୍‌ ମ୍ୟୁକରମାଇକୋସିସ୍…