Odisha Link
Bridging the Missing Links in Odisha
Browsing Tag

ଭାଉଜ

ସାଙ୍ଗ ସହ ମିଶି ଭାଉଜକୁ ଦୁଷ୍କର୍ମ କଲା…

ଭୁବନେଶ୍ୱର: ଭାଉଜ-ଦିଅର ପିବତ୍ର ସମ୍ପର୍କରେ କଳଙ୍କ ଲଗାଇଲା କାମୁକ ଦିଅର। ନିଜ ଭାଉଜକୁ ଦୁଷ୍କର୍ମ କରିବାକୁ ସାଙ୍ଗ ସହ ରଚିଲା ଷଡଯନ୍ତ୍ର। ସାଙ୍ଗ ସହ ମିଶି ଏକ ଭଡାଘରେ ରଖି ଦୁଷ୍କର୍ମ କରି ଫେରାର ହୋଇଯାଇଛି। ସୂଚନା ମୁତାବକ, ୬ ଦିନ ପୂର୍ବରୁ ଦିଅର ଭାଉଜକୁ ନେଇ ସାଲିଆ ସାହିରେ ରଖିଥିଲା ସେଠାରେ ତାକୁ…

ଦିଅର-ଭାଉଜଙ୍କ ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ: ପ୍ରେମରେ ଅସଫଳ ହେବା ପରେ ଏକାଠି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦିଅର ଓ ଭାଉଜ। ପୁରୁଣା କଟକ ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦରମରା ଅବସ୍ଥାରେ ଉଭୟଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଗ୍ରାମବାସୀ ଚିକିତ୍ସା ପାଇଁ ପଠାଇଛନ୍ତି। ଦିଅର ଓ ଭାଉଜଙ୍କ ମଧ୍ୟରେ ଦୀର୍ଘଦିନ ଧରି…