Odisha Link
Bridging the Missing Links in Odisha
Browsing Tag

ଭୁବନେଶ୍ୱର

୭୬ ବର୍ଷରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୫ ବର୍ଷ ପୂରଣ କରି ୭୬ ବର୍ଷର ପାଦ ଥାପିଛି ରାଜଧାନୀ। ୧୯୪୮ରେ ଏନ୍‌ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ…

ଆଜିଠୁ ଖୋଲିଲା ଭୁବନେଶ୍ୱରର ସବୁ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିଲା। କରୋନା ଯୋଗୁଁ ପ୍ରାୟ ୩ ମାସ ଧରି ସବୁ ମନ୍ଦିର ଏବଂ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଆଜି ଖୋଲିଛି। କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରୁଛନ୍ତି। ତେବେ ମନ୍ଦିର ଖୋଲିଥିବା ବେଳେ କୋଭିଡ…

ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସର…

ଭୁବନେଶ୍ୱର: ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍‍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ୍‍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍‍ ଓ…

ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି। ଲଞ୍ଚ ହୋଇଥିବା ନୂଆ ଆପ୍ଲିକେସନର ନାଁ ହେଉଛି ‘ସରଇ’। ଏହି ଆପ୍ଲିକେସନ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ଦେଇପାରିବେ। ପ୍ରତିଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ଦେବେ ହୋଟେଲ ମାଲିକ।ଏନେଇ ସୂଚନା ଦେଇଛନ୍ତି…

ଭୁବନେଶ୍ୱର ସାଲିଆସାହିରୁ ୧୦ ଲକ୍ଷର…

ଭୁବନେଶ୍ବର: ଭୁବନେଶ୍ୱର ସାଲିଆ ସାହିରୁ ବ୍ରାଉନ ସୁଗର ଜବତ। ବେଆଇନ ଡ୍ରଗ୍ସ କାରବାର ନେଇ ଖବର ପାଇବା ପରେ ପୁଲିସ ଲୁଙ୍ଗି ପିନ୍ଧି ଜଣେ ଡ୍ରଗ୍ସ ଗ୍ରାହକ ବେଶରେ ସାଲିଆସାହିକୁ ଯାଇଥିଲା। ଏହି ସମୟରେ ବେଆଇନ ବ୍ରାଉନସୁଗାର ରଖିଥିବା ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି କରିଛି। ମହିଳାଙ୍କ ନିକଟରୁ ପ୍ରାୟ…

୨୩ରୁ ଖୋଲିବ ଭୁବନେଶ୍ୱରର ସବୁ…

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଅଗଷ୍ଟ ୨୩ରୁ ଖୋଲିବ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳର ସମସ୍ତ ଧର୍ମାନୁଷ୍ଠାନ। ଏ ନେଇ ବିଏମ୍‌ସି ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଭୁବନେଶ୍ୱରର ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ…

ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ୨ୟ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର। କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ସ୍ମାର୍ଟ ସିଟି ଭୁବନେଶ୍ୱର। ଏହି ପ୍ରତିଯୋଗିତାରେ ଦେଶର ୧୦୦ଟି ସ୍ମାର୍ଟ ସିଟି ଓ ସବୁ ରାଜ୍ୟର ରାଜଧାନୀ…

ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କା ଓ…

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଧାଫାସ କରିଛି ପୁଲିସ। ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି। ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି। ସହିଦନଗର ଥାନା କେସୁରା ଅଞ୍ଚଳର…

କାୟା ବିସ୍ତାର କଲାଣି ଡେଙ୍ଗୁ,…

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଥମି ନଥିବାବେଳେ ଡେଙ୍ଗୁ ସଂକ୍ରମଣ ବଢ଼ିଲାଣି। ଏବେ ଚିନ୍ତା ବଢାଇଲାଣି ଡେଙ୍ଗୁ ଆକ୍ରାନ୍ତ ହାର। ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ। ଏନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ଯେ, ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢିଛି। ଗତକାଲି ସୁଦ୍ଧା…

ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା…

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା ଆତ୍ମା (AUTOMATED TICKET CHEAKING AND MANAGING AXIS SYSTEM)। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ ଫସପେଟ ଲିମିଟେଡ଼ ପକ୍ଷରୁ ଏହି ଆତ୍ମା ମେସିନ ଭୁବନେଶ୍ୱର ରେଳ…