Odisha Link
Bridging the Missing Links in Odisha
Browsing Tag

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ…

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟିପର ଓଲଟି ପଡିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକମାନେ ଶ୍ରମିକ ବୋଲି ଜଣାପଡିଛି। ସୂଚନା ମୁତାବକ, ବୁଲଟାଣା ଜିଲ୍ଲାର ସମୃଦ୍ଧି ରାଜମାର୍ଗ ପରିଯୋଜନାର କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ଟ୍ରକଟି ଶ୍ରମିକମାନଙ୍କୁ…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ୍ତ, ୧୩୮…

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ୍ତ। ଲଗାଣ ବର୍ଷାରେ ବନ୍ୟା, ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣ ଯୋଗୁ ୨ ଦିନ ମଧ୍ୟରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ରାଇଗଡ଼ରେ ଭୂସ୍ଖଳନ ଯୋଗୁ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଏକାଧିକ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ବିଶେଷ କରି…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ୩୬…

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ରାଇଗଡ଼ରେ ଭୂସ୍ଖଳନ ଘଟିଛି। ଏଥିରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। କେବଳ ତାଲାଇରେ ୩୨ ଓ ସଖର ସୁତର ୱାଦିରେ ୪ ଜଣଙ୍କ ମୃତ ହୋଇଛି। ସେପଟେ ଆହୁରି ୩୦ ଜଣ ଘର ମଧ୍ୟରେ ଫସିଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ,…

ଏହି ରାଜ୍ୟରେ ଜୁନ୍‌ ୧ ପର୍ଯ୍ୟନ୍ତ…

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହାର କମିବାର ନାଁ ଧରୁନଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ସରକାର ଜୁନ୍ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ୍ ସମୟ ବଢ଼ାଇଛନ୍ତି। ଏଥି ସହିତ କଟକଣାକୁ ଆହୁରି କଡାକଡି କରିଛନ୍ତି। ଏଣିକି…

ବେକାବୁ କରୋନା, ମହାରାଷ୍ଟ୍ରରେ ହୋଇପାରେ…

ମୁମ୍ବାଇ: ମହାରାଷ୍ଟ୍ରରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଆଜି ମହାରାଷ୍ଟ୍ରରେ ହୋଇପାରେ ଲକଡାଉନ୍। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିପାରନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେତୁ କଠୋର ନିଷ୍ପତ୍ତି…

ମହାରାଷ୍ଟ୍ର: ନିର୍ଦ୍ବନ୍ଦ୍ବରେ ବିଧାନ…

ମୁମ୍ବାଇ: ନିର୍ଦ୍ବନ୍ଦ୍ବରେ ମହାରାଷ୍ଟ୍ର ବିଧାନ ପରିଷଦକୁ ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ୮ଜଣ ପ୍ରାର୍ଥୀ। ଉଦ୍ଧବଙ୍କ ବ୍ୟତୀତ ଶିବସେନା ପ୍ରାର୍ଥୀ ଉପସଭାପତି ନୀଲମ୍‌ ଗୋରହେ ଓ ବିଜେପିର ୪ ସଦସ୍ୟ, ରଞ୍ଜିତ ମୋହିତେ ପାଟିଲ୍‌, ଗୋପିଚାନ୍ଦ ପଦଲକର, ପ୍ରଭୀନ ଡାଟ୍‌କେ ଏବଂ ରମେଶ…

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପାଇଁ ଖୁସି…

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି। ଉଦ୍ଧବଙ୍କ ସିଏମ୍ ଚେୟାରକୁ ନେଇ ଦେଖା ଯାଉଥିବା ସଙ୍କଟ ସମାପ୍ତ ହେବାକୁ ଯାଉଛି। କାହିଁକିନା କରୋନା ସଙ୍କଟ ମଧ୍ୟରେ ସ୍ଥଗିତ ଥିବା ହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ(MLC)କୁ ମେ ୨୭ ପୂର୍ବରୁ ନିର୍ବାଚନ…

କରୋନା: ମହାରାଷ୍ଟ୍ରରେ ୨୦୦ ଟପିଲା…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଅଛି। କାରଣ ଭାରତରେ ଏପର୍ଯ୍ୟନ୍ତ ୩ୟ ଷ୍ଟେଜ୍‌ ପରିଲିକ୍ଷିତ ହୋଇନାହିଁ। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୧୪,୩୭୮ ଜଣ କରୋନାରେ ଆକ୍ରାନ୍ତ…