Odisha Link
Bridging the Missing Links in Odisha
Browsing Tag

ମହିଳା

ମହିଳା ସଂରକ୍ଷଣ ନୀତି ଲାଗୁ କରିପାରେ…

ଭୁବନେଶ୍ବର: ୨୭ ବର୍ଷର ଅପେକ୍ଷା ପରେ ଦେଶରେ ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେବାକୁ ଯାଉଛି। ମାତ୍ର ଦୁଇଦିନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେବା ସହ ସଂସଦ ଓ ବିଧାନସଭାରେ ଅତି କମରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରତିନିଧି ବସିବା ଲାଗି ବାଟ ଫିଟିଛି। ତେବେ ଏହି ବିଲ୍‌ ବାବଦରେ…

ଐତିହାସିକ ମହିଳା ସଂରକ୍ଷିତ ବିଲ୍‌…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ତଥା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଲୋକସଭାରେ ପାରିତ ହୋଇଛି।ପାଖାପାଖି ୮ଘଣ୍ଟାର ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଏହି ବିଲ୍। ଆଜି ଏହା ପାରିତ ହେବା ସହ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ…

ଏଣିକି ସଂସଦକୁ ଯିବେ ୩୩% ମହିଳା

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ଆଉ ଅଧିବେଶନର ଆରମ୍ଭରୁ ମହିଳା ସଂରକ୍ଷଣକୁ ନେଇ ଓଡ଼ିଶାର ବଡ଼ ବିଜୟ। ଏଣିକି ସଂସଦକୁ ଯିବେ ୩୩% ମହିଳା।ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲେ। ଏହି ବୈଠକରେ ବହୁ…

ତାଲିବାନୀଙ୍କ ନିର୍ଦ୍ଦେଶ: ମହିଳାଙ୍କୁ…

କାବୁଲ: ଆଫଗାନିସ୍ତାନରେ ମହିଳାଙ୍କୁ ତାଲିବାନୀଙ୍କ ଅକଥନୀୟ ଅତ୍ୟାଚାର। ତାଲିବାନୀମାନେ ମହିଳାଙ୍କୁ ଜିନ୍ସ ପିନ୍ଧିବାକୁ ବ୍ୟାନ୍ କରିବା ସହ ଯୁବତୀଙ୍କୁ ନେଲ୍ ପଲିସ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହାକୁ ନ ମାନିବେ, ସେମାନଙ୍କୁ କଡ଼ାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ପଷ୍ଟ ଭାବେ…

ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ…

ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନଡିଏ) ପ୍ରବେଶିକା ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ମହିଳା। ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଦେଇ ନ ଥିବାରୁ ସୁପ୍ରିମକୋର୍ଟ ଭାରତୀୟ ସେନାକୁ ନିନ୍ଦା…

ତାଲିବାନ ଶାସନରେ ମହିଳାମାନେ ସୁରକ୍ଷିତ:…

କାବୁଲ: ଆଫଗାନିସ୍ତାନ ଦଖଲ ପରେ ମୁହଁ ଖୋଲିଛି ତାଲିବାନ। ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଲିବାନ କାହାଠାରୁ ପ୍ରତିଶୋଧ ନେବାକୁ ଚାହେଁ ନାହିଁ। ଆଫଗାନ ମାଟିକୁ ବ୍ୟବହାର କରି ଅନ୍ୟ ରାଷ୍ଟ୍ର ବିରୋଧରେ କାର୍ଯ୍ୟକଳାପ କରିବାକୁ ଦିଆଯିବ ନାହିଁ। ମହିଳାଙ୍କ ସୁରକ୍ଷା ଓ…

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସ୍ୱାମୀ ଓ ସ୍ତ୍ରୀ ଉଭୟ କାରରେ ସ୍ତ୍ରୀ ବାପା ଘରକୁ ଯାଉଥିବା ସମୟରେ ଏଭଳି ଅଘଟଣା ଘଟିଛି। ସ୍ୱାମୀ ତାଙ୍କୁ କାରରେ ବାପ ଘରକୁ ଛାଡ଼ିବାକୁ ଯାଉଥିଲେ। ହେଲେ ହଠାତ ସ୍ତ୍ରୀ…

ଡାକ୍ତରଖାନାରେ ଆତ୍ମହତ୍ୟା କଲେ ମହିଳା

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ମେଡିକାଲ ତୃତୀୟ ମହଲାରେ ଘଟିଛି। ଜଣେ ଜଣେ ମହିଳା ରୋଗୀ ମେଡିକାଲ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣକ ୨୮ ବର୍ଷୀୟ ରଜନୀ ମେଲେକା। କୌଣସି…

ବନ୍ଦ ଘରୁ ମିଳିଲା ମହିଳାଙ୍କ ରକ୍ତ…

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଜଘନ୍ୟ ହତ୍ୟା। ଭୁବନେଶ୍ୱର ଭୀମଟାଙ୍କୀ ଫେଜ୍-୧ରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଏଥିସହିତ ଉକ୍ତ ଘରୁ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ମୃତ ମହିଳାଙ୍କୁ ତାଙ୍କ…

କେନ୍ଦ୍ରାପଡ଼ା: ମହିଳାଙ୍କୁ ଭିଡ଼ିନେଲା…

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର। ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବା ବେଳେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର। ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି। ଏନେଇ ଖବର ପାଇ…