Odisha Link
Bridging the Missing Links in Odisha
Browsing Tag

ମାଓବାଦୀ

ଜଙ୍ଗଲରେ ମାଓବାଦୀଙ୍କ ନାଚର ଆସର, ଭାଇରାଲ…

ଓଏଲ୍‌ ବ୍ୟୁରୋ: ଜଙ୍ଗଲରେ ବାଜୁଛି ଗୀତ। ଆଉ ସେ ଗୀତର ତାଳେ ତାଳେ ନାଚଛନ୍ତି ମାଓବାଦୀ।ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମିଳିଥିବା ସୂଚନା ମୁତାବକ ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାରେ। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି…

ମାଓବାଦୀଙ୍କ ସହିଦ ସପ୍ତାହ:…

ଓଏଲ୍‌ ବ୍ୟୁରୋ: ଆଜିଠାରୁ ସିପିଆଇ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ନିବେଦନ କରିଛନ୍ତି।ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର…

ମାଓବାଦୀଙ୍କ ବର୍ବରତା: ଗ୍ରାମରକ୍ଷୀଙ୍କୁ…

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା। ଆମ୍ବଦଳା ଥାନା ଟିକରପଡ଼ା ଗ୍ରାମରକ୍ଷୀଙ୍କୁ ସନ୍ତୋଷ ଦଣ୍ଡସେନାଙ୍କୁ ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ। ବିଳମ୍ବିତ ରାତ୍ରିରେ ୮ରୁ ୧୦ ମାଓବାଦୀ ସନ୍ତୋଷ ଦଣ୍ଡସେନାଙ୍କୁ ଘରୁ ଡାକି ନେଇ ଗାଁ ନିକଟ ଅଙ୍ଗନୱାଡି କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା…

ଯବାନଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ମାଲକାନାଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ। ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନକ୍ସଲ କମାଣ୍ଡର ନିହତ ହୋଇଥିବା ଜଣାପଡିଛି। ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ଼ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ…

ପୁଲିସ ମାଓବାଦୀ ମୁହାଁମୁହିଁ

ମାଥିଲି: ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳିବିନିମୟ। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ମୁତାବକ, ଜଙ୍ଗଲରେ ମାଓ ଶିବିର ଥିବା ସୂଚନା ପାଇ ଅପରେସନ ଆରମ୍ଭ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ…

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ…

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ଘରୁ ଡାକି ନେଇ ଜଣେ ଡିଆର୍‌ଜି ଯବାନଙ୍କୁ ନେଇ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ଦୂଚନା ମୁତାବକ, ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା…

ଲାଲଗଡରେ କରୋନା: ୧୦ ଜଣ ମାଓବାଦୀ ମୃତ,…

ଛତିଶଗଡ଼: ଲାଲଗଡରେ କରୋନା କାୟା। ବିଷାକ୍ତ ଖାଦ୍ୟ ଖାଇ ଓ କରୋନା ଆକ୍ରାନ୍ତ ହୋଇ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ସୁକ୍‌ମା ଜିଲ୍ଲାର ଦର୍‌ନାପାଲି ଓ କୋଣ୍ଟା ଅଞ୍ଚଳରୁ କରୋନା ଟିକା ଓ ମେଡିସିନ ମଧ୍ୟ ଲୁଟି ନେଇଛନ୍ତି ମାଓବାଦୀ। ଏ ନେଇ ଦାନ୍ତେଓ୍ବାଡ଼ା ଏସ୍‌ପି ଅଭିଷେକ ବଲ୍ଲଭ ସୂଚନା…

କରୋନା ପାଇଁ ନକ୍ସଲଙ୍କ ଅସ୍ତ୍ରବିରତି…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓବାଦୀ। ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) ଆଜି ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛି। ଏହା ସହ ଦୁର୍ଭେଦ୍ୟ ଜଙ୍ଗଲ ଓ ପାର୍ବ୍ୟାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରାନ୍ତୀୟ ସ୍ବାସ୍ଥ୍ୟସେବା…