ରାମଦେବଙ୍କୁ ହଜାରେ କୋଟିର ମାନହାନୀ…
ଉତ୍ତରାଖଣ୍ଡ: ଏଲୋପାଥି ଚିକିତ୍ସାକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ଆଇଏମଏ ଉତ୍ତରାଖଣ୍ଡ ପକ୍ଷରୁ ରାମଦେବଙ୍କ ନାଁରେ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ ପଠାଯାଇଛି।
ରାମଦେବଙ୍କୁ ଆଇଏମଏ ଉତ୍ତରାଖଣ୍ଡ ପଠାଇଥିବା ନୋଟିସ୍ରେ କହିଛି ଯେ, ଯଦି ୧୫…