Odisha Link
Bridging the Missing Links in Odisha
Browsing Tag

ମାଲକାନଗିରି

ମାଲକାନଗିରିର ୪୮ ଖଣି ଲିଜ୍ ଟେଣ୍ଡର…

ମାଲକାନଗିରି: ମାଲକାନଗିରି ଲଘୁ ଖଣିଜ ବିବାଦ ମାମଲାରେ ବାତିଲ ହୋଇଛି ଖଣି ଲିଜ୍ ଟେଣ୍ଡର। ସମସ୍ତ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ଜିଲ୍ଲାପାଳ। ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଣ୍ଡର ବାତିଲ କରିଛନ୍ତି ବର୍ତ୍ତମାନର ଜିଲ୍ଲାପାଳ। ଏହି ମାମଲାକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ମାମଲାର…

ଦୁଷ୍କର୍ମ ଅଭିଯୋଗରେ ମାଲକାନଗିରି…

ମାଲକାନଗିରି: ମାଲକାନଗିରିର ସଦର ମହକୁମାରେ କାର୍ଯ୍ୟରତ ଜନୈକ ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଆଜି ମାଲକାନଗିରି ପୁଲିସ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାଲକାନଗିରି ଆଇଆଇସିଙ୍କ ମୁତାବକ, ଓର୍କେଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା।…

ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଯୁବକ

ମାଲକାନଗିରି: ବିଷଧର ନାଗସାପକୁ ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଜୀବନ। ଅଚେତ ନାଗସାପକୁ ଅକ୍ସିଜେନ୍‌ ଫୁଙ୍କି ବଞ୍ଚାଇଛନ୍ତି ଜଣେ ଯୁବକ। ଏ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

କରୋନା ଯୁଦ୍ଧର ଲକ୍ଷ୍ମୀବାଈ

ମାଲକାନଗିରିରୁ ସୁରଜ କୁମାର ବେହେରା ଲକ୍ଷ୍ମୀବାଈ। ଏ ନାମଟି ସହିତ ସମସ୍ତେ ଉଣା ଅଧିକେ ପରିଚିତ ନିଶ୍ଚୟ ଥିବେ। କାରଣ ସ୍ବାଧୀନତା ସଂଗ୍ରାମର ପ୍ରଥମ ନାୟିକା ହେଉଛନ୍ତି ରାଣୀ ଲକ୍ଷ୍ମୀବାଈ। ସେ ଦେଶର ସ୍ବାଧୀନତା ପାଇଁ ନିଜ ସନ୍ତାନକୁ ପିଠିରେ ଧରି ଇଂରେଜଙ୍କ ବିରୋଧରେ ଲଢ଼ିଥିଲେ। ଏବେ ଦେଶ ସ୍ବାଧୀନ…