Odisha Link
Bridging the Missing Links in Odisha
Browsing Tag

ରଜ

ରଜଦୋଳି ଗୀତ ଲେଖକଙ୍କୁ ନେଇ ଦୂରହେଲା…

ତଥ୍ୟ ଓ ସତ୍ୟ ସବୁବେଳେ ଆପେକ୍ଷିକ। ସେଇ ମର୍ମରେ ଦୁଇଦିନ ଧରି ରଜଦୋଳି ଗୀତର ରଚୟିତାଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ଏବେ ପ୍ରାୟ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଭାବିବାକୁ ହେବ। କାରଣ ଗୀତର ଅସଲ ଲେଖକ, ସଂଗ୍ରାହକ, ସ୍ବରକାର, ଗାୟକ ଆଦିଙ୍କ ବାବଦରେ ନୂଆ ତଥ୍ୟ ସାମନାକୁ ଆସିଛି। ଚଳିତ ବର୍ଷ ମେ ୧୪…

ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି…

ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି "ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।" ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ…

ରଜ ପାଇଁ ବଢ଼ିଲା କଟକଣା, ଆଜିଠୁ ଟୁଇନ…

ଭୁବନେଶ୍ବର: ରଜ ପାଇଁ ବଢ଼ିଲା କଟକଣା। ଆଜିଠୁ ଟୁଇନ ସିଟିରେ ପୁଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ। ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି…

ରଜ ବେଳକୁ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ରଜ ବେଳକୁ ଓଡ଼ିଶାରେ ମୌସୁମୀ ବାୟୁ ଆସିବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଏହା ସ୍ପଷ୍ଚ ହୋଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ। ସ୍ବାଭାବିକ ଭାବେ ଜୁନ୧ରେ ମୌସୁମୀ କେରଳ ଛୁଇଁଲେ ଓଡ଼ିଶାରେ ଜୁନ ୧୦ରୁ ୧୨…