Odisha Link
Bridging the Missing Links in Odisha
Browsing Tag

ରାଜଧାନୀ

ରାଜଧାନୀରେ ହେବ ଆଇକନିକ୍ ଆଦର୍ଶ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ଆଇକନିକ୍ ଆଦର୍ଶ ବିଦ୍ୟାଳୟ। ଏହି ଆଇକନିକ୍ ଆଦର୍ଶ ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାର ସୁଯୋଗ ମିଳିବ। ୨୫ ଏକର ଅଞ୍ଚଳରେ ଏହି ସ୍କୁଲଟି ପରିବ୍ୟାପ୍ତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।…

ଆଜିଠୁ ରାଜଧାନୀରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ମଙ୍ଗଳବାର ଓ ବୁଧବାର ସେରୋ ସର୍ଭେ ଜାରି ରହିବ। ବିଏମ୍‌ସି ପକ୍ଷରୁ ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ। ଆଜି ଓ ଆସନ୍ତା କାଲି ସେରୋ ସର୍ଭେ କରାଯିବ। ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କରାଯିବ।…

ରାଜଧାନୀରେ ଡ଼େଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଚାଲିଛି ଡେଙ୍ଗୁ। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୧୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ ହଜାର ୪୭୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧…

ରାଜଧାନୀରେ ଡେଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ। ଦିନକୁ ଦିନ ବଢ଼ିଚାଲିଛି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୫୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୨୮୬କୁ ବୃଦ୍ଧି ପାଇଛି। ୧୨୮୬ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ…

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଧଳା ଜହର ବ୍ୟବସାୟୀଙ୍କ କାରବାର। ଆଜି ଭୁବନେଶ୍ବରରୁ ୨୦ କେଜିରଅଫିମ ଜବତ କରାଯାଇଛି। ନାକୋଟିକ କଣ୍ଟ୍ରୋଲ ବ୍ୟୁରୋ କୋଳଥିଆରୁ ଏହି ସବୁ ଅଫିମକୁ ଜବତ କରିଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୨୫ ଲକ୍ଷ…

ରାଜଧାନୀରେ ଯୁବତୀଙ୍କୁ ଏସିଡ଼ ମାଡ଼

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼। ଭୁବନେଶ୍ୱର ଧଉଳି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ସ୍ଥାନାନ୍ତର…

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଚିହ୍ନଟ…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହେଲେଣି ୯୩୮ ଡେଙ୍ଗୁ ରୋଗୀ। ୭ ହଜାର ୮୩୩ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଭୁବନେଶ୍ୱର ମହାନଗର ନିଗମ। ସ୍ଥିତିର ନିୟନ୍ତ୍ରଣ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ୨୮…

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର: କରୋନା କାୟା କମି ନଥିବା ବେଳେ ଏବେ ଡେଙ୍ଗୁ କାୟା। ଏହାରି ମଧ୍ୟରେ ରାଜଧାନୀରେ ଚଳିତ ବର୍ଷ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ…

ରାଜଧାନୀରେ ଗୁଣ୍ଡାରାଜ, ବିଚ୍ ରାସ୍ତାରେ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁଣ୍ଡାରାଜ। ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ମାଷ୍ଟରକ୍ୟାଣ୍ଟିନ କଦଳୀ ଗୋଦାମ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ,…

ରାଜଧାନୀରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ହୋଇଛନ୍ତି। ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯିବ ବୋଲି…