Odisha Link
Bridging the Missing Links in Odisha
Browsing Tag

ଶପଥ

ଶପଥ ନେଲେ ୯ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ଦେଶର ଇତିହାସରେ ଯୋଡି ହେଲା ଆଉ ଅଧ୍ୟାୟ। ଏକାସାଙ୍ଗେ ଶପଥ ନେଇଛନ୍ତି ୯ ବିଚାରପତି। ଭାରତର ସିଜେଇ ଏନ. ଭି ରମଣଙ୍କ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ଏହି ଶପଥ ଗ୍ରହଣ ସମାରୋହ ହୋଇଛି। ତେବେ ୯ ଜଣ ବିଚାରପତିଙ୍କ ମଧ୍ୟରୁ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସଭରାଜ ବୋମ୍ମାଇ। ଗତକାଲି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଚୟନ କରାଯାଇଛି। ବୈଠକ ପରେ ବିଧାୟକ ଦଳର ନିଷ୍ପତ୍ତିକୁ ଘୋଷଣା କରିଥିଲେ। ବିଧାୟକ ଦଳ ବୈଠକରେ ବାସବରାଜ ବୋମାଇଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…

ଆଜିଠୁ କର୍ଣ୍ଣାଟକରେ ବାସବରାଜ ବୋମାଇଙ୍କ…

କର୍ଣ୍ଣାଟକ: ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେବ ବାସବରାଜ ବୋମାଇଙ୍କ ସରକାର। ଆଜି ବାସବରାଜ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗତକାଲି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଚୟନ କରାଯାଇଛି। ବୈଠକ ପରେ ବିଧାୟକ ଦଳର ନିଷ୍ପତ୍ତିକୁ ଘୋଷଣା କରିଥିଲେ ଦିଲ୍ଲୀରୁ…

ଆଜି ଶପଥ ନେବେ ନେପାଳର ନୂଆ…

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ। ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତି ଶକ୍ତ ଧକ୍କା ଲାଗିଛି। ରାଷ୍ଟ୍ରପତି…

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିଏମକେ ସଭାପତି ଏମକେ. ଷ୍ଟାଲିନ୍। ଚେନ୍ନାଇ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। କୋଭିଡ୍ କଟକଣାକୁ ମାନି ଅଳ୍ପସଂଖ୍ୟକଙ୍କ ଉପସ୍ଥିତିରେ ଶୁକ୍ରବାର ଷ୍ଟାଲିନ୍ ଶପଥ ଗ୍ରହଣ…

ମେ’ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

କୋଲକାତା: ଆସନ୍ତା ମେ' ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ। ନିଜର ୩ୟ ଇନିଂସ ଆରମ୍ଭ କରିବେ ମମତା। ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମମତା ମେ' ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୋଟ ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ…

ସଂସ୍କୃତରେ ଶପଥ ନେଲେ ସୁରିନାମ୍‌‌ର ନୂଆ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ସୁରିନାମ୍‌ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରିକାପ୍ରସାଦ ସନ୍ତୋଖୀ। ହିନ୍ଦୁ ରୀତିରେ ବେଦପାଠ ସହ ସଂସ୍କୃତ ଭାଷାରେ ପଦ ଓ ଗୋପନୀୟତାର ଶପଥ ନେବାରେ ସେ ହେଉଛନ୍ତି ପ୍ରଥମ ସୁରିନାମ୍‌ ରାଷ୍ଟ୍ରମୁଖ୍ୟ। ରାଷ୍ଟ୍ରପତି ଭାବେ…