Odisha Link
Bridging the Missing Links in Odisha
Browsing Tag

ଶବ ସତ୍କାର

ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା…

ପୁରୀ: ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକ କରିପାରିବେ ଶବ ସତ୍କାର। ପ୍ରାୟ ୪ ମାସ ପରେ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ଶବସତ୍କାର କରିପାରିବେ। କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ। ଏଥିସହ କଡା କୋଭିଡ୍ କଟକଣାରେ ଶବ ସତ୍କାର କରାଯିବ ବୋଲି ଜିଲ୍ଲାପାଳ…

ଅଜଣା ଲୋକଙ୍କ ଶବ ସତ୍କାର କରି ହେଲେ…

ଅନୁଗୁଳ: କରୋନା ମହାମାରୀ ସମୟରେ କେଉଁଠି ଶବକୁ ଚାରିକାନ୍ଧ ମିଳିୁନି ତ କେଉଁଠି ଘରଲୋକ ସଂପର୍କୀୟ ମାନେ ଭୟରେ ଶବକୁ ନେଉନାହାନ୍ତି। କେଉଁଠି ମୃତ୍ୟୁ ପରେ ଘଣ୍ଟା ଘଣ୍ଟା ହେବ ମୃତଦେହ ପଡି ରହୁଥିବା ବେଳେ କେଉଁଠି ସଂସ୍କାର ପାଇଁ କାନ୍ଧ ମିଳୁନଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ସମସ୍ତଙ୍କ…

ମାନବିକତା ଆଗରେ ଫିକା ପଡ଼ିଲା ଧର୍ମ,…

ସୁନ୍ଦରଗଡ: ମାନବିକତା ଆଗରେ ଫିକା ପଡିଯାଇଛି ଧର୍ମ। ସବୁ ଧର୍ମର ଉର୍ଦ୍ଧ୍ବରେ ହେଉଛି ମଣିଷପଣିଆ। ଏହାର ଜ୍ୱଳନ୍ତ ଉଦାହରଣ ଦେଖି ବାକୁ ମିଳିଛି ସୁନ୍ଦରଗଡ ଜିଲ୍ଳାରେ। କରୋନା କାଳରେ ବହୁଲୋକ ନିଜ ଭାଇ ବନ୍ଧୁ କୁଟୁମ୍ବ ପରିବାରର ଶବକୁ କାନ୍ଧ ଦେବା ତ ଦୂରର କଥା ମୁହଁ ମୋଡି ଦେଉଥିବା ବେଳେ ଜଣେ ମୁସଲମାନ…