Odisha Link
Bridging the Missing Links in Odisha
Browsing Tag

ସିବିଆଇ

ବାହାନଗାରେ ସିବିଆଇର ସ୍ବତନ୍ତ୍ର ଟିମ୍‌ 

ଓଏଲ୍‌ ବ୍ୟୁରୋ: ଭାରତୀୟ ରେଳବାଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ ବୋଲି ସୁପାରିସ କରିଛି। ଯାହାରିଫଳରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ଟିମ୍‌ ବାଲେଶ୍ବରରେ ପହଞ୍ଚିସାରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ସିବିଆଇର…

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମାଲାର…

ଉତ୍ତରପ୍ରଦେଶ: ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଗତକାଲି ଉତ୍ତର ପ୍ରଦେଶର ସରକାର ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଆଜି ସିବିଆଇ ଏକ ଟିମ୍‌ ଗଠନ କରିଛି। ଏଥିସହ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଏଫଆଇଆର ରୁଜୁ କରିଛି।…

ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ…

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। କୌଣସି କାରଣରୁ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଲୋଧି ରୋଡ ଅଞ୍ଚଳସ୍ଥ ସିଜିଓ କ‌ମ୍ପଲେକ୍ସ ନିକଟରେ ଥିବା ସିବିଆଇ ମୁଖ୍ୟକାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।…

ନାରଦା ଷ୍ଟିଙ୍ଗ ମାମଲା: ମମତାଙ୍କ ୨…

କୋଲକାତା: ପୁଣି ସରଗରମ ହୋଇଯାଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସକ୍ରିୟ ହୋଇ ଉଠିଛି। ନାରଦା ଷ୍ଟିଙ୍ଗ ମାମଲାରେ ମମତା ବାନାର୍ଜୀଙ୍କ ସରକାରଙ୍କ ୨ ମନ୍ତ୍ରୀଙ୍କୁ ସିବିଆଇ ଅଟକ ରଖିଛି। ଅପରପକ୍ଷରେ ଏହା ର ପ୍ରତିବାଦ କରି ମମତା…