Odisha Link
Bridging the Missing Links in Odisha
Browsing Tag

ସେପ୍ଟେମ୍ବର

ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ

ଭୁବନେଶ୍ବର: ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ। ପାର୍ବଣ ପାଇଁ ସରକାର କେଉଁ କଟକଣା କୋହଳ କରିବେ ଓ ଲାଗୁ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି। କରୋନା କଟକଣା ଯୋଗୁଁ ଜୀବିକା ପ୍ରଭାବିତ ହେଇଥିବାରୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ହଟାଇବାକୁ ଦାବି ହେଉଛି। ଏପଟେ ପାର୍ବଣ ଋତୁ ଆସୁଥିବାରୁ…

ସେପ୍ଟେମ୍ବର ମାସ ପାଇଁ କେନ୍ଦ୍ରର…

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏବଂ ତୃତୀୟ ଲହର ଆଶଙ୍କା ଥିବାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର। ଗହଳି ସ୍ଥାନରେ କଟକଣା କଡାକଡି କରିବାକୁ ରାଜ୍ୟମାନଙ୍କୁ ଚିଠି…

ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର,…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମଉଥିବା ବେଳେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି। ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ ତେବେ ଏହା ଅକ୍ଟୋବରରେ ପିକ୍‌ କରିବ। ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇ ଯେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ରହିବେ ବୋଲି…

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ କରାଯିବ ଟିକାକରଣ। ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ…