Odisha Link
Bridging the Missing Links in Odisha
Browsing Tag

ହତ୍ୟା

ହାଇଦ୍ରାବାଦ: ଓଡ଼ିଆ ଯୁବକଙ୍କୁ ହତ୍ୟାକଲେ…

ହାଇଦ୍ରାବାଦ: ସ୍ଥାନୀୟ ଏକ ହୋଟେଲରେ କର୍ମଚାରୀମାନଙ୍କ ମିଳିତ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କମିଶନରେଟ୍‌ ପୁଲିସ। ଯୁବକଙ୍କ ପତ୍ନୀଙ୍କ ଦ୍ବାରା ପୁଲିସରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମିିଳିଥିବା ସୂଚନା ଅନୁସାରେ ବୁଧବାର ମଧ୍ୟରାତ୍ରିରେ (୧୫-୧୬…

୧୦ ମାସର ଶିଶୁ ଓ ସ୍ତ୍ରୀକୁ ହତ୍ୟାକରି…

ବ୍ରହ୍ମପୁର: ୧୦ ମାସର ଶିଶୁ ଓ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ। ୧୦ ମାସର ଶିଶୁ ଗଳାକୁ ଚିପି ସ୍ତ୍ରୀର ଗଳା କାଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କୋଟବଗଡଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ସ୍ୱାମୀ ସୁଜନ…

ମାଓବାଦୀଙ୍କ ବର୍ବରତା: ଗ୍ରାମରକ୍ଷୀଙ୍କୁ…

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା। ଆମ୍ବଦଳା ଥାନା ଟିକରପଡ଼ା ଗ୍ରାମରକ୍ଷୀଙ୍କୁ ସନ୍ତୋଷ ଦଣ୍ଡସେନାଙ୍କୁ ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ। ବିଳମ୍ବିତ ରାତ୍ରିରେ ୮ରୁ ୧୦ ମାଓବାଦୀ ସନ୍ତୋଷ ଦଣ୍ଡସେନାଙ୍କୁ ଘରୁ ଡାକି ନେଇ ଗାଁ ନିକଟ ଅଙ୍ଗନୱାଡି କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା…

ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ହତ୍ୟା…

କାବୁଲ: ତାଲିବାନ ଆଫଗାନିସ୍ତାନକୁ କବଜାୂ କରିବା ପରଠୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ଲାଗି ରହିଛି। ତାଲିବାନ ଗୋଟେ ପଟେ କହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ଆଜି ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି। ସାମ୍ବାଦିକ ଜଣଙ୍କ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ…

ନାଇଜରରେ ବର୍ବରକାଣ୍ଡ: ୧୪ ଶିଶୁଙ୍କ ସମେତ…

ନାଇଜର: ନାଇଜରରେ ବର୍ବରକାଣ୍ଡ। ୧୪ ଶିଶୁଙ୍କ ସମେତ ୩୭ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଫ୍ରିକୀୟ ରାଷ୍ଟ୍ର ନାଇଜରରେ ଘଟିଛି ଏହି ବର୍ବରକାଣ୍ଡ। ଦକ୍ଷିଣ ପଶ୍ଚିମ ନାଇଜରର ଏକ ଗ୍ରାମରେ ଆତଙ୍କୀ ଆକ୍ରମଣରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୪ ଜଣ ଶିଶୁ ରହିଥିବା ଜଣାପଡିଛି। ସୂଚନା…

ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ…

ବାଲିକୁଦା: ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ରାତିସାରା ମୃତଦେହ ପାଖରେ ଶୋଇ ରହିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତ ଦେବଗ୍ରାମ ଗାଁରେ। ସ୍ୱାମୀ ପ୍ରତିଦିନ ମଦ ସହ ବ୍ରାଉନ୍‌ସୁଗର୍‌ ଓ…

ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ପିଟି…

ଅନୁଗୁଳ: ଗୁଣି ସନ୍ଦେହରେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ। ଏହି ଘଟଣାରେ ଜଣଙ୍କର ଶବ ମିଳିଥିବା ବେଳେ ଏହି ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଆଦିବାସୀ ସାହିର…

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା…

ଗୌହାଟୀ: ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଗଛରେ ଝୁଲାଇଲେ ଶବ। ଆସାମର କୋକ୍ରାଝର ଜିଲ୍ଲାରୁ ଦୁଇ ନାବାଳିକାଙ୍କ ଝୁଲାନ୍ତ ଅବସ୍ଥାରେ ମିଳିଥିବା ମୃତ୍ୟୁ ରସହ୍ୟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଗତ ଶନିବାର ଉଭୟଙ୍କ ମୃତଦେହ ମିଳିବା ପରେ ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ…

ଟଙ୍କା ପାଇଁ ଝରାଫୁଲକୁ ହତ୍ୟା: ଯାଜପୁର…

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲା ଉପରୁ ହଟିଲା ପରଦା। ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା। ଝରାଫୁଲଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ରାକେଶ। ଆଜି ଏନେଇ ସୂଚନା ଦେଇଛନ୍ତି…

ଅମାନୁଷିକ: ସପୁରୀ ଭିତରେ ବାଣ ଦେଇ…

ଗତ ସପ୍ତାହରେ ହାତୀଟିଏ ପାଣି ଭିତରେ ଠିଆ ହୋଇ ଜୀବନ ହାରିଦେଲା। ତା ସହ ତା' ଗର୍ଭରେ ଥିବା ସନ୍ତାନର ଜୀବନ ବି ଚାଲିଗଲା। ଏ ଦୁଇଟି ଜୀବନ ମଉଳି ଯିବା ପଛର କାରଣ, ଇତିହାସରେ ପଶୁ-ଅତ୍ୟାଚାରର ଅନ୍ୟତମ ବିଭତ୍ସ ଓ କରୁଣତମ ଘଟଣା। ଗୋଟିଏ ସୁପରୀ ଭିତରେ ବିଷ୍ଫୋରକ ଦେଇ ହାତୀ ଓ ତା୩ର ସନ୍ତାନକୁ ହତ୍ୟା…