Odisha Link
Bridging the Missing Links in Odisha
Browsing Tag

ହାଇଦର

ହାଇଦରର ପୁଅକୁ ମିଳିଲାନି ଜାମିନ

ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆବେଦନ କରିଥିଲା ବଡ଼ ପୁଅ ସେକ କାଦିର ଓରଫ ମୁନ୍ନା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ସେକ କାଦିର ଓରଫ ମୁନ୍ନାର ଜାମିନ ଆବେଦନ ଖାରଜ କରିଛନ୍ତି। ବାପାର…

ହାଇଦରକୁ ଏନ୍‌କାଉଣ୍ଟର ନେଇ କାରଣ ଦାଖଲା…

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର କାରଣ ନେଇ ଚର୍ଚ୍ଚା ଉଠୁଛି। ଏନେଇ ଆଜି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି। ସେଦିନ ଘଟିଥିବା ଏନ୍‌କାଉଣ୍ଟର ସମ୍ପର୍କରେ ସେ ଟିକ୍‌ନିଖ୍‌…

ଆସନ୍ତାକାଲି ହେବ ହାଇଦରର ପୋଷ୍ଟମର୍ଟମ

କଟକ: ପୋଲିସ ଏନକାଉଣ୍ଟରରେ ଟଳିପଡିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା। ମଉକା ଦେଖି ଖସିଯିବାକୁ ଚେଷ୍ଟା କରିବା ପରେ ପୁଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା…

ଗ୍ୟାଙ୍ଗଷ୍ଟାର୍ ହାଇଦର ମୃତ

କଟକ: ଗ୍ୟାଙ୍ଗଷ୍ଟାର୍ ହାଇଦର ମୃତ। ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା। ମଉକା ଦେଖି ଖସିଯିବାକୁ ଚେଷ୍ଟା କରିବା ପରେ ପୋଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର…

ହାଇଦର ଗ୍ୟାଙ୍ଗ୍‌ରେ ଅର୍ଚ୍ଚନା ପରିଡ଼ା

ଭୁବନେଶ୍ବର: ହାଇଦରକୁ ଡାକ୍ତରଖାନାରୁ ଖସିବାରେ ସହଯୋଗ କରିଥିବା ତିନିଜଣ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ବର୍ଷୀୟ ଅର୍ଚ୍ଚନା ପରିଡ଼ା। ହାଇଦର୍‌ ତାକୁ ଶ୍ରଦ୍ଧାରେ ଡାକୁଥିଲା‌ ଗେହ୍ଲି। ଗେହ୍ଲିର ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ମୁସାଦପୁର ଗାଁରେ। ଫେରାର୍‌ ହେବା ପରେ…