Odisha Link
Bridging the Missing Links in Odisha
Browsing Tag

ହିମାଚଳ ପ୍ରଦେଶ

ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣା: ମୃତ୍ୟୁ…

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ମାଟି ଅତଡା ଧସିବାରୁ ଏକ ଯାତ୍ରୀବାହୀ ବସ୍ ସମେତ ବିଭିନ୍ନ ଗାଡିରେ ପ୍ରାୟ ୫୦ ଜଣ ଫସି ରହିଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଂଶକା କରାଯାଉଛି। ଘଟଣାସ୍ଥଳରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି…

ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର…

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ପୁଣି ବଡ଼ଧରଣର ଭୂସ୍ଖଳନ। ରାଜ୍ୟର କନୌର ଜିଲ୍ଲା ଚିଲ ଜଙ୍ଗଲ ନିକଟରେ ଭୂସ୍ଖଳନ ହୋଇଛି। ମାଟି ଅତଡା ଖସିବା ଫଳରେ ଗୋଟିଏ ଏଚଆରଟିସି ବସ୍ ସମେତ ଆଉକିଛି ଗାଡି ମାଟିତଳେ ଚାପି ହୋଇଯାଇଛି। ଏଚଆରଟିସି ବସ୍ ଓ ଅନ୍ୟ ଗାଡିରେ କେତେ ଲୋକଥିଲେ ତାହା ସ୍ପଷ୍ଟ ହୋଇନାହିଁ। ପଥର…

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ସିମଲା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଆଜି ପରଲୋକ ହୋଇଛି। ସିମଲାରେ ଭୋର ୩ଟା ୪୦ ସମୟରେ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା ବେଳେ ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସୋମବାର ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେ ଦୁଇ…