Odisha Link
Bridging the Missing Links in Odisha
Browsing Tag

୧୪୪ ଧାରା

ବାରିପଦା: ବାହୁଡ଼ା ଯାଏଁ ଜଗନ୍ନାଥ ମନ୍ଦିର…

ବାରିପଦା: ଆଜିଠାରୁ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଆଜିଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେଠାକାର ଦାୟିତ୍ୱରେ ରହିବେ ୩ ପ୍ଲାଟୁନ୍ ପୁଲିସ୍ ଏବଂ ୨୦ ଅଫିସର। ଜଗନ୍ନାଥ ମନ୍ଦର ଚାରିପାଖ ୫ ଶହ…

କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ

କେନ୍ଦୁଝର: କାୟା ମେଲାଉଛି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରାଞ୍ଚଳ ସଂଲଗ୍ନ ପଞ୍ଚାୟତରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଯେକୌଣସି ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ବିବାହ, ଅନ୍ତିମ ସଂସ୍କାରରେ…

ରାଜ୍ୟରେ ମାସେ ଯାଏଁ ୧୪୪ ଧାରା ଲାଗୁ

ଜୟପୁର: କାୟା ମେଲାଉଛି ମହାମାରୀ କରୋନା। କରୋନା ସଂକ୍ରମଣକୁ ରୋକିବାକୁ ସରକାର କଠୋର ପଦକ୍ଷେପ ନେଉଛନ୍ତି।ଏହି ପରି ପ୍ରେକ୍ଷୀରେ ରାଜସ୍ଥାନରେ ୧୫ ଦିନିଆ ଲକଡାଉନ କରାଯାଇଥିଲେ ମଧ୍ୟ ରାଜସ୍ଥାନ ସରକାର ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲକଡାଉନ ଭିତରେ ଲୋକମାନେ ନିଜ ନିଜ ଘରେ ରହିଥିବା ବେଳେ…

ରୁକୁଣା ରଥଯାତ୍ରା ପାଇଁ ୧୪୪ ଧାରା

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ କୌଣସି ଭକ୍ତ ଯୋଗ ଦେଇପାରିବେ ନାହିଁ। କେବଳ ମାତ୍ର ସେବାୟତ ମାନଙ୍କ ଉପସ୍ଥିିତିରେ ରୁକୁଣା ରଥଯାତ୍ରା ଆୟୋଜନ ହେବ। ଆସନ୍ତାକାଲି…

ନାଇଟ କର୍ଫ୍ୟୁ ଓ ୧୪୪ ବେଳେ କେଉଁମାନଙ୍କୁ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।…

ଟ୍ବିନ୍ ସିଟିରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…