ଅଜଣା ଜନ୍ତୁ ଆତଙ୍କ, ମରିଗଲେ ୧୨ ଛେଳି
ଦେବଗଡ଼: ଅଜଣା ଜନ୍ତୁ ଆତଙ୍କରେ ମରିଗଲେ ୧୨ଟି ଛେଳି। ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କର ମୃତ୍ଯୁ ହୋଇଥିଲା ବେଳେ ଏବେ ଦେବଗଡ ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି। ଦେବଗଡ ଜିଲ୍ଲା ବାରକୋଟର ଚକଡିହୀ ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତ୍ଯୁ ହୋଇଥିବା ବେଳେ ୨୫ରୁ ଅଧିକ…