Odisha Link
Bridging the Missing Links in Odisha
Browsing Tag

2 Dead

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକ ଓ…

ଓଏଲ୍‌ ବ୍ୟୁରୋ : ସତର୍କତା ଯେତେ ବୃଦ୍ଧି ପାଇଲେ ମଧ୍ୟ ଆତ୍ମହତ୍ୟା ଓ ମୃତ୍ୟୁ ବଢ଼ିବାରେ ଲାଗିଛି। ବୌଦ୍ଧ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡ଼ିଛି। ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା…

ବଡ଼ମ୍ବାରେ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ

ଆଠଗଡ଼: ବଡମ୍ବା ବ୍ଲକ ଭଗତପୁର ଓ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ଼ ଓ ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ବିବାଦ ଲାଗିରହିଥିଲା। ଦୀର୍ଘଦିନ ଧରି ଏ ବିବାଦ ନତୁଟିବା ଯୋଗୁଁ ଏହା ଉଗ୍ର ରୂପ ନେଇଥିଲା। ଭଗତପୁର ଓ ବୁଢ଼ାପଙ୍କ ଗ୍ରାମ…

କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୨…

ମୁମ୍ବାଇ: କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଗତରାତିରେ ମୁମ୍ବାଇର ଏକ ମଲ୍‌ରେ ଥିବା ସନରାଇଜ୍‌ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାରୁ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ…

ବସ୍ ଦୁର୍ଘଟଣା: ୨ ମୃତ, ୫ ଗୁରୁତର

ନବରଙ୍ଗପୁର: ଆନ୍ଧ୍ର ପ୍ରଦେଶର ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏନେଇ ଖବର ପାଇ ବାରୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯାତ୍ରୀମାନଙ୍କୁ ବାରୁଆ ସରକାରୀ ଡାକ୍ତରଖାନାରେ…

ଆରଏସ୍‌ପିରେ ଗ୍ୟାସ୍‌ ଲିକ୍; ୨ ମୃତ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ…

ମାଡ଼ିଗଲା କ୍ରେନ୍, ୨ ମୃତ

ବାଲେଶ୍ୱର: କ୍ରେନ୍‌ ତଳେ ଚାପି ହୋଇ‌ ୨ ସ୍କୁଟି ଆରୋହୀ ମୃତ।ବାଲେଶ୍ୱର ସହଦେବଖୁଣ୍ଟା ରାମେଶ୍ୱର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଚଳ ଟ୍ରକ୍‌କୁ ଟାଣି ନେଉଥିବା କ୍ରେନ୍ ଧକ୍କାରେ ୨ ଜଣଙ୍କର ମୃତ୍ୟ ହୋଇଛି। ମୃତ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ…

ବିଷାକ୍ତ ଗ୍ୟାସ ଲିକ୍‌: ୨ ମୃତ, ୧୫…

ପ୍ରୟାଗରାଜ: ଭାରତୀୟ କୃଷି ଫର୍ଟିଲାଇଜର କୋପୋରେଟିଭ ଲଃ (ଆଇଏଫଏଫସିଓ)ର ଫୁଲପୁର ୟୁନିଟରେ ଗ୍ୟାସ ଲିକ୍। ବିଷାକ୍ତ ଗ୍ୟାସ ଲିକ୍‌ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି। ବର୍ତ୍ତମାନ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଛି ଏବଂ ୟୁନିଟକୁ…

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌: ୨ ମୃତ,…

ନୂଆପଡ଼ା: ନୂଆପଡ଼ା ବିଲେଞ୍ଜର ଗାଁ ଛକ ଠାରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌। ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଝିଅ ଓ ନାତୁଣୀଙ୍କ ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ…

ହାତୀ ଆକ୍ରମଣରେ ୨ ମୃତ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅଞ୍ଚଳରେ ଦନ୍ତା ଆତଙ୍କ। ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀଵନ ଚାଲିଯାଇଛି। ଆଜି ସକାଳେ ମଲଙ୍ଗା ଗ୍ରାମର ଗାନ୍ଦୁରୁ ଓରାମ ସକାଳୁ ନିଜ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡ଼ି ମାରିଦେଇଥିଲା। ଏଥିସହ, କନରସୁଆଁ ଗ୍ରାମ…

ବ୍ରିଜ୍‌ରେ ପିଟି ହୋଇ ୨ ମୃତ

ରେଢ଼ାଖୋଲ: ବ୍ରିଜ୍‌ରେ ପିଟି ହୋଇ ୨ ମୃତ। ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡ଼ିମିରିକୁଦା ଗ୍ରାମ ନିକଟସ୍ଥ ପୋଲ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ରେଢ଼ାଖୋଲ ଏଲ ଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ(୨୭) ଓ ରଥସାହିର ରାମ ଚନ୍ଦ୍ର…