Odisha Link
Bridging the Missing Links in Odisha
Browsing Tag

2 Death

ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ରାଉରକେଲା : ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ପ୍ରକାଶ ଯେ, ବ୍ରାହ୍ମଣୀ ପୋଲ ଉପରେ ବାଇକ୍ ରେ ଦୁଇ ଯୁବକଯାଉଥିବା ବେଳେ ଟ୍ରଲର ସେମାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରେ…

ପିକ୍ ଅପ୍ ଭ୍ୟାନ ଓଲଟି ୨ ମୃତ, ୨୫…

ନୂଆପଡା:ପିକ୍ ଅପ୍ ଭ୍ୟାନ ଓଲଟି ୨ ମୃତ ଓ ୨୪ ଗୁରୁତର। ଏହି ମର୍ମନ୍ତୁଦ ଦୁର୍ଘଟଣାଟି କୋମନା ଥାନା ବିଲେଞ୍ଜୋରର ତରବୋଡରେ ଘଟିଛି। କନିଆ ଛାଡି ଫେରିବା ବେଳେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ସାମ୍ନା କରିବାକୁ ପଡିଛି। ଦୁର୍ଘଟଣାରେ ୨୪ ଜଣ ଗୁରୁତରଙ୍କ ମଧ୍ୟରୁ ୯ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାୟ…

ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ଶଳା ଓ…

ନୂଆପଡ଼ା: ସଡ଼କ ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ସଡ଼କ ଦୁର୍ଘଟଣାଟି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଠାରେ ଘଟିଛି। ମୃତକ ହେଲେ କଲ୍ୟାଣ ବାଗ ଓ ଲଖନ ବାଗ। ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାରୁ ଏହି ଦୁର୍ଘଟଣାଟି ହୋଇଥିଲା। ପ୍ରକାଶ ଯେ,…

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍…

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ହିମିତିରା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। ଏକ ପିକଅପ୍ ଭ୍ୟାନ ସହ ବାଇକର ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ, ବୁଲୁ ରାଉଳର ଓ ବିନୋଦ ସ୍ବାଇଁ।…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମୋହନା : ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତ ସଡ଼କ ଦୁର୍ଘଟଣାଟି ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଘଟିଛି। ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ମୃତକମାନେ ହେଲେ ଦମାଦୁଆ ଗାଁର…

ସଡ଼କ ଦୁର୍ଘଟଣାରେ ଦୁଇଭାଇ ମୃତ

ବଣାଇ: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ଭାଇ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି କୋଇଡା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ଘଟିଛି। ୨ଭାଇ ଏକ ବାଇକରେ କାଦୁଅଡିହାରୁ ଡେଙ୍ଗୁଳା ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିଲା।

ଡଙ୍ଗା ଭସାଇବାବେଳେ ଚାଲିଗଲା ୨ ଜଣଙ୍କ…

ରାୟଗଡା: ରାୟଗଡା ଜିଲ୍ଲା ନାଗାବଳୀ ନଦୀରେ ବୋଇତ ଭସାଣ ବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମାରିଗୁଡା ଗାଁ ନିକଟ ଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସକାଳେ ରାୟଗଡ଼ାର ନାଗାବଳୀ ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଧୋଇବା ସହ ଡ଼ଙ୍ଗା…