Odisha Link
Bridging the Missing Links in Odisha
Browsing Tag

+2 Exam

ଏପ୍ରିଲ ୨୮ରୁ +୨ ପରୀକ୍ଷା: ଏଥର କେମିତି…

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଧନ୍ଦାମୂଳକ ବିଷୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ପରିଷଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ଯେଉଊଁ ପ୍ରକାର…

ମାଟ୍ରିକ ଓ +୨ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ରାଜ୍ୟର ସବୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ। ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ…

ଘୋଷଣା ହେଲା +୨ ପରୀକ୍ଷା ସୂଚୀ

ଭୁବନେଶ୍ବର: ଚଳିତ ବର୍ଷ +୨ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି। ଆସନ୍ତ ମେ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମେ ୧୮ରୁ ଜୁନ୍ ୧୨ ଯାଏଁ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ଧନ୍ଦାମୂଳକ ଶିକ୍ଷାର…

ଆଜିଠୁ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା। ଚଳିତ ବର୍ଷ ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ୧୬୨୮ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ୧୧୪୩ କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷାରେ…

ସବୁ +୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୩ ତାରିଖରୁ +୨ ପରୀକ୍ଷା ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ସିଏଚଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥର ମୋଟ ୩ଲକ୍ଷ ୫୦ ହଜାର ୮୦୦ ଜଣ ପରୀକ୍ଷା ଦେବେ। ୧୧୪୩ଟି କେନ୍ଦ୍ରରେ ୧୬୨୮ଟି ସ୍କୁଲ ଓ କଲେଜର ପିଲା…

ଯୁକ୍ତ ଦୁଇ ପରୀକ୍ଷା: ଖୋଲିଲା…

ଭୁବନେଶ୍ବର: ୨୭ ତାରିଖଠାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସୁରୁଖୁରରେ ପରୀକ୍ଷା ଚାଲିଛି। ପିଲାଙ୍କ ସଂଖ୍ୟା ଓ ପ୍ରାକ୍ଟିକାଲ ବିଷୟକୁ ଦୃଷ୍ଟିରେ ରଖି ଯୁକ୍ତ୨ କଲେଜଗୁଡ଼ିକ ପରୀକ୍ଷା କରୁଛନ୍ତି। ‌ତେଣୁ ପ୍ରଥମ ଦୁଇ ଦିନରେ…

ଯୁକ୍ତ ଦୁଇ ପରୀକ୍ଷା , ଆଜିଠାରୁ…

ଭୁବନେଶ‌୍ବର: ମାର୍ଚ୍ଚ ୩ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ତା’ପୂର୍ବରୁ ଆସନ୍ତା ୨୭ ତାରିଖଠାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ରକୁ ୨୧ ତାରିଖଠାରୁ…

ଏଥର ଆଗୁଆ ହେବ ଯୁକ୍ତ ୨ ପ୍ରାକ୍ଟିକାଲ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷ ଅର୍ଥାତ୍ ୨୦୨୦ରେ ହେବାକୁ ଥିବା ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଆଗୁଆ କରାଯିବ। ଫଳରେ ପରୀକ୍ଷା ଫଳ ପ୍ରକାଶନ ଆଉ ବିଳମ୍ବିତ ହେବ ନାହିଁ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତି ଆରମ୍ଭ କରିଛି। ସାଧାରଣତଃ ପ୍ରତିବର୍ଷ ଜାନୁଆରୀ ୨୦ରୁ ପ୍ରାକ୍ଟିକାଲ…