Odisha Link
Bridging the Missing Links in Odisha
Browsing Tag

2019

ନାରାୟଣ, ସୂର୍ଯ୍ୟ ଓ ଡିଲେଶ୍ବର ପାଇବେ…

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୧୯ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ସମୀକ୍ଷକ ଓ ଗାଳ୍ପିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା…

ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୱାର୍ଲ‌୍ଡ…

ଭୁବନେଶ୍ବର: ମରିସସ୍‌ରେ ଆୟୋଜିତ ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯ର ଜାତୀୟସ୍ତରୀୟ ଗ୍ରାଣ୍ଡ୍ ଫିନାଲେର ପ୍ଲାଟିନମ ବର୍ଗରେ ଓଡ଼ିଆ ମହିଳା ସେନାଲୀ ରାଜ ମହାନ୍ତି ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୱାର୍ଲ‌୍ଡ ୨୦୧୯ ଟାଇଟଲ ହାସଲ କରିଛନ୍ତି। ଶ୍ରୀମତୀ ମହାନ୍ତି ଓଡ଼ିଶାର ଜଣେ ମହିଳା ଉଦ୍ୟୋଗପତି ତଥା…

ବିଜେପୁର ଏବେ ନେତାପୁର, ପ୍ରଚାରରେ…

ବିଜେପୁର: ଆସନ୍ତା ୨୧ରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ବିଜେପୁର ନିର୍ବାଚନୀ ମଣ୍ଡଳୀ ହୋଇଛି ଚଳଚଞ୍ଚଳ। ଉପନିର୍ବାଚନ କିଭଳି ବିଜୟୀ ହେବେ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ଏଥିସହିତ ବିଜେପୁର ଜମିଛି ନେତାଙ୍କ ଭିଡ଼। ଅଳ୍ପ କିଛି ଦିନ ପାଇଁ ବିଜେପୁର ବନିଯିବ ନେତାପୁର।…

ବଜରଙ୍ଗ ପୁନିଆଙ୍କୁ ମିଳିବ ରାଜୀବ ଗାନ୍ଧି…

ନୂଆଦିଲ୍ଲୀ: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର। ପୁନିଆଙ୍କୁ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ୨୫ ବର୍ଷୀୟ ବଜରଙ୍ଗ ରେସଲିଂରେ ଲଗାତାର ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯିବ।…

ନବୀନଙ୍କ ପଞ୍ଚମ ପାଳି: କେଉଁ…

ଭୁବନେଶ୍ବର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଅ‍ା ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ମନ୍ତ୍ରିମଣ୍ଡଳର ୨୦ ଜଣ ସଦସ୍ୟ ମଧ୍ୟ ଅ‍ାଜି ଶପଥ ଗ୍ରହଣ କରିଛନ୍ତି। କିଏ କେଉଁ ବିଭାଗ ପାଇଲେ,…

ଆସନ୍ତାକାଲି ୨୦ ମନ୍ତ୍ରୀଙ୍କ ସହ…

ଭୁବନେଶ୍ବର: ମଞ୍ଚ ପ୍ରସ୍ତୁତ, ତାଲିକା ଚୂଡ଼ାନ୍ତ। ଆସନ୍ତାକାଲି ସକାଳେ ୨୧ ଜଣିଆ ମନ୍ତ୍ରିମଣ୍ଡଳ ସହ ଓଡ଼ିଶାରେ ନୂଆ ସରକାର ଗଠନ କରାଯିବ। ପ୍ରଥମ ଥର ପାଇଁ ରାଜଭବନ ବାହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କ ସହ ୨୦ ଜଣ ବିଧାୟକ…

ଓଡ଼ିଶା ବିଧାନସଭା ନିର୍ବାଚନ: ୨୪ ଆସନରେ…

ଭୁବନେଶ୍ବର: ରାଜ୍ୟରେ ୨୪ଟି ବିଧାନସଭା ଆସନରେ କଡ଼ା ଲଢ଼େଇ ହୋଇଛି। କିଏ ଜିତିବ କିଏ ହାରିବ ପୂର୍ବାନୁମାନ କଠିନ ହୋଇପଡ଼ିଛି। ଶାସକ ବିଜେଡିକୁ ନିକଟତମ ପ୍ରତିଦ୍ବନ୍ଦ୍ବୀମାନେ ଦେବେ ଏହିସବୁ ଆସନରେ କଡ଼ା ଟକ୍କର ଦେବେ। ଏହି ୨୪ଟି ଆସନ ମଧ୍ୟରେ ରହିଛି ଚିଲିକା, ବ୍ରହ୍ମଗିରି, ରଣପୁର, ନୟାଗଡ଼, କୁଚିଣ୍ଡା,…

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସ୍ବାଧୀନ ବାହୁଡ଼ା ମତ ସର୍ଭେ ଆଧାରରେ ଓଡ଼ିଶା ଷ୍ଟୋରୀ ଓ ଓଡ଼ିଶା…