Odisha Link
Bridging the Missing Links in Odisha
Browsing Tag

2nd day

ଆଜି ଦ୍ବିତୀୟ ଦିନରେ ଶ୍ରଦ୍ଧାଳୁଙ୍କୁ…

ପୁରୀ: ଗତକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। କାଳି ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ୍ ନିୟମକୁ ପାଳନ କରିବା ସହ…

ରିୟାଙ୍କୁ ସିବିଆଇର ଦ୍ବିତୀୟ ଦିନ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି। ଗତକାଲି ପ୍ରାୟ ୧୦ଘଣ୍ଟା ଧରି ସିବିଆଇ ରିୟାଙ୍କୁ ଜାରା କରିଥିବା ବେଳେ ଆଜି ଦ୍ବିତୀୟ ଦିନ ଜେରା କରୁଛି। ତଦନ୍ତ ପାଇଁ ରିୟା ଡିଆରଡିଓ ଗେଷ୍ଟ ହାଉସରେ…

କୃଷି ଋଣ ଯୋଗାଣ ପାଇଁ ସମବାୟ ବିଭାଗ…

ଭୁବନେଶ୍ବର: ବିକାଶ ଓ ଅର୍ଥନୈତିକ ଉନ୍ନତିରେ କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ଠିକ୍‌ ସମୟରେ ପର୍ଯ୍ୟାପ୍ତ ଋଣ ଯୋଗାଇ ଦେବା ଦିଗରେ ସମବାୟ ବିଭାଗ ଅଗ୍ରଣୀ ଭୂମିକା…

ଦ୍ୱିତୀୟ ଦିନରେ ସେସୁର ବିଦ୍ୟୁତ୍ କାଟ୍…

ଭୁବନେଶ୍ବର: ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି ସେସୁ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା। ବକେୟା ବିଦ୍ୟୁତ୍ ବିଲ୍ ପଇଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ କାଟୁଛି ସେସୁ। ବହୁ ଉପଭୋକ୍ତା ବକେୟା ବିଲର ୩୦ ପ୍ରତିଶତ ଦେଇ ବାକି ଟଙ୍କା କିସ୍ତିରେ ଶୁଝିବାକୁ କହିଥିବାବେଳେ, ସେସୁ ନିଜ…