Odisha Link
Bridging the Missing Links in Odisha
Browsing Tag

3 dead

ଦଳିଦେଲା ଦନ୍ତା, ୩ ମୃତ

ପଦ୍ମପୁର: ଦନ୍ତା ଆତଙ୍କ। ପଦ୍ମପୁର ରେଂଜ ରାଇସଲପଦର ପଞ୍ଚାୟତର ୨ଟି ଗାଁରେ ହାତୀ ଆକ୍ରମଣ। ଆକ୍ରମଣରେ ତିନି ଜଣଙ୍କର ମୄତ୍ୟୁ ହୋଇଛି। ମୃତକ ହେଲେ ରାଇସଲପଦର ଗ୍ରାମପାୟତ ଉମରାଡ଼ ଗାଁର ମାଲ ସେଠ ଓ ବିରଞ୍ଚି କୁମ୍ଭାର। ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ନାଥପାଲି ଗାଁକୁ ଆସି ହାତୀ ଆକ୍ରମଣର…

ଭାରତରେ କରୋନା: ମୃତ୍ୟୁ ସଂଖ୍ୟା ୩କୁ…

ନୂଆଦିଲ୍ଲୀ: ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ। ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ମୁମ୍ବାଇ କସ୍ତୁରବା ହସ୍ପିଟାଲରେ ଆଉ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ବ୍ୟକ୍ତ ଜଣଙ୍କ କରୋନାରେ…

କୋଲାବ୍‌ ନଦୀରେ ବୁଡ଼ି ୩ ମୃତ

କୋରାପୁଟ: କୋଲାବ ନଦୀରେ ବୁଡ଼ି ୩ ଜଣ କଲେଜ ଛାତ୍ରଙ୍କ ମୁ୍ତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା ଆଜି ଘଟିଛି। ମୃତକ ସମସ୍ତେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ର ଥିଲେ। ଜଣେ ବନ୍ଧୁଙ୍କ ଜନ୍ମ ଦିନ ପାଳିବା ଅବସରରେ ମୋଟ ୭ ଜଣ ଛାତ୍ର କୋଲାବ ଡ୍ୟାମ ନିକଟକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ…

ଦୁଇ ବାଇକ୍‌ ମୁହାଁମୁହିଁ ; ୩ ମୃତ

କଳାହାଣ୍ଡି : ଗତକାଲି ବିଳମ୍ୱିତ ରାତିରେ କଳାହାଣ୍ଡି ରାମପୁର ଥାନା ଅନ୍ତର୍ଗତ ତୁଜୁଙ୍ଗ ରାସ୍ତାରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ଅଛନ୍ତି। ମୃତକ ମାନେ ହେଲେ ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ ଆକାଶ ମାଝୀ। ସନ୍ତୋଷଙ୍କ ଘର…

‘ଇଣ୍ଡିଆନ୍ ୨’ ସୁଟିଂ ସେଟ୍‌ରେ…

ଚେନ୍ନାଇ: ଚେନ୍ନାଇରେ ଏକ ସୁଟିଂ ସେଟରେ ଘଟିଛି ବଡ ଦୁର୍ଘଟଣା। କ୍ରେନ୍ ଖସି ପଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ ୨’ର ସୁଟିଂ ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିନେତା…

ବିମାନ ଅବତରଣ ବେଳେ ଦୁର୍ଘଟଣା, ୩ ମୃତ,…

ତୁର୍କୀ: ବିମାନ ଅବତରଣ ବେଳେ ବଡ଼ ଦୁର୍ଘଟଣା। ଗତକାଲି ତୁର୍କୀର ରାଜଧାନୀ ଇସ୍ତାନବୁଲ ଏୟାରପୋର୍ଟ ରନ୍‌ୱେରେ ଘଟିଛି ବିମାନ ଦୁର୍ଘଟଣା। ୧୭୭ ଯାତ୍ରୀଙ୍କୁ ନେଇ ଆସୁଥିବା ପେଗାସସ ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ଅବତରଣ ସମୟରେ ଭାରସାମ୍ୟ ହରାଇ ରନ୍‌ୱେ ବାହାରକୁ ଚାଲିଯାଇ ୩ ଖଣ୍ଡ ହୋଇଯାଇଛି। ଏହି…