Odisha Link
Bridging the Missing Links in Odisha
Browsing Tag

3 death

ଦ୍ରୁତ ଗତି ନେଲା ଜୀବନ, ସଡକ ଦୁର୍ଘଟଣାରେ…

ଓଏଲ୍ ବ୍ୟୁରୋ : ଜୀବନ ନେଲା ଦ୍ରୁତ ଗତିରେ ଗାଡି ଚାଳନା। ବସରେ ପିଟିହେଲା ବାଇକ, ଚାଲିଗଲା ୩ ବନ୍ଧୁଙ୍କ ଜୀବନ। ଦୁର୍ଘଟଣା ସ୍ଥଳରେ ବାଇକରେ ଯାଉଥିବା ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଜୀବନ ଚିକିତ୍ସାଳୟରେ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ…

ଗୋରୁ ଗାଡ଼ି ଓଲଟି ୩ ମୃତ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି ।…

ବାଇକକୁ ଧକ୍କା ଦେଲା ଟ୍ରକ୍, ୩ ଯୁବକ ମୃତ

ଖୋର୍ଦ୍ଧା: ସଡ଼କ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାଟି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁରାଢମଲ୍ଲ ଛକରେ ଘଟିଛି। ଏକ ଟ୍ରକଟି ବାଇକକୁ ପଛ ପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣାଟି ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା…

ସଡ଼କ ଦୁର୍ଘଟଣାରେ ବରଯାତ୍ରୀ ମୃତ

ଛତିଶଗଡ : ରଯାତ୍ରୀକୁ ନେଇ ଛତିଶଗଡ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଡ଼କ ଦୁର୍ଘଟଣାଟି ଛତିଶଗଡ ପୁସୋର ଥାନା ଅର୍ନ୍ତଗତ ପୋଡାତରାଇ ଠାରେ ଘଟିଛି। ଦୁର୍ଘଟଣାଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ…