ଉଦ୍ଧାର ହେଲେ ୩ ନିଖୋଜ ନାବାଳିକା
ଝାରସୁଗୁଡ଼ା: ଗତକାଲି ସକାଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ପୁରୁଣାବସ୍ତି ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ସାଦା ପୋଷାକରେ ଥିବା ପୁଲିସ ସେମାନଙ୍କୁ ବୁଲୁଥିବାର ଦେଖି ଧରିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପରେ ଝାରସୁଗୁଡ଼ା ଥାନାରେ ପଚରାଉଚରା…