Odisha Link
Bridging the Missing Links in Odisha
Browsing Tag

4 Arrested

ଗିରଫ ହେଲେ ୪ ଜାତୀୟ ରାଜପଥ ଲୁଟେରା

ଯାଜପୁର: ଆଜି ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫ୍ଟ ଦେଇ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ସୂଚନା ମିଳିଛି । ପୁଲିସ ସେମାନଙ୍କ ନିକଟରୁ…

ହରିଣ ଛାଲ ଓ ବଜ୍ରକାପ୍ତା ଖୋଳ ଜବତ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡରୁ ଗୋଟେ ହରିଣ ଛାଲ, ୭ଟି ବଜ୍ରକାପ୍ତା ଖୋଳ ଓ ବାଇକ ଜବତ। ଗତକାଲି ସନ୍ଧାରେ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଢ଼େଙ୍କାନାଳ ବନଖଣ୍ଡ ବିଭାଗ । ଅଭିଯୁକ୍ତମାନେ ହେଲେ ନିହାଲ ପ୍ରସାଦ ଥାନା କରଡାବାଣୀ ଗ୍ରାମର ବଳରାମ ସାହୁ ,ସଞ୍ଜୟ ହୋତା,ଗଡ଼ ଖାଙ୍କିରା ଗ୍ରାମର କୁନା…

ମାହାଙ୍ଗା ଡବଲ ମର୍ଡ଼ର ମାମଲା, ୪…

ସାଲେପୁର: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। କଟକ ଗ୍ରାମାଞ୍ଚଳ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତ ଚାଲୁ ରହିଛି ବୋଲି ଗ୍ରାମାଞ୍ଚଳ ଏସ୍‌ପି…

ଚୋରି ଶିଶୁପୁତ୍ର ଉଦ୍ଧାର, ୪ ଗିରଫ

ରାଉରକେଲା: ରାଉରକେଲାରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଆଜି ଉଦ୍ଧାର କରାଯାଇଛି। ଶିଶୁପୁତ୍ରକୁ ଉଦ୍ଧାର ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦାନପୁରରୁ ପୋଲିସ ଉଦ୍ଧାର କରିଛି। ଚୋରି ରାକେଟରେ ସମ୍ପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।…

୧୫ କୋଟି ଟଙ୍କ‌ାର ଡ୍ରଗ୍ସ ଜବତ, ୪ ଗିରଫ

ଗୌହ୍ବାଟୀ: ୧୫ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କାର ହେରୋଇନ ଜବତ। ଡ୍ରଗ୍ସ କାରବାର ଉପରେ କଡ଼ା ନଜର ରହିଥିବା ବ‌େଳେ ଆସାମ ପୁଲିସ୍‌ ଗତକାଲି ଚାରିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କୁ ନାର୍କୋଟିକ୍ସ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି।…

କରୋନା : ମିଛ ଖବର ପ୍ରଚାର କରି ୪ ଗିରଫ

କେନ୍ଦ୍ରାପଡ଼ା: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ନାଁରେ ମିଥ୍ୟା ଅପପ୍ରଚାର କରିବା ୪ ଯୁବକଙ୍କୁ ମହଙ୍ଗା ପ଼ଡିଛି। ଏନେଇ ମିଛ ଖବର ଭାଇରାଲ କରିବା…

ରାଜଧାନୀରୁ ବ୍ରାଉନସୁଗାର ଜବତ, ୪ ଗିରଫ

ଭୁବନେଶ୍ବର : ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ଜବତ କଲା ନୟାପଲ୍ଲୀ ଥାନା ପୋଲିସ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଷଣ୍ଢପାଲି ଗାଁର ସୁକାନ୍ତ ବେହେରା, ବାଲେଶ୍ବରର ସହଦେବଖୁଣ୍ଟାର ସନା ମଲ୍ଲିକଙ୍ଗ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଦୁଇଟି ମୋବାଇଲ ସହ…